ସ୍ୱର୍ଗତ ଗୁରୁଚରଣ ଦାସଙ୍କ ତିରଧାନ ଦିବସ ଅବସରରେ ସ୍ମୃତିଚାରଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱର୍ଗତ ଗୁରୁଚରଣ ଦାସଙ୍କ ଅଷ୍ଟ ଦୃଆଷ୍ଟ ତିରଧାନ ଦିବସ ଅବସରରେ କୁମାର ବେଗ୍ ପଲ୍ଲୀ ଛତ୍ରପୁର ଗଞ୍ଜାମ ବାସଭବନ ଠାରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଫୁଲ ପୁଷ୍ପ ଦେଇ ସ୍ମୃତିଚାରଣ କରିଛନ୍ତି । ଏହି ଅବସରରେ ମା, ପୁତ୍ର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ପତ୍ନୀ ଛତ୍ରପୁର ବ୍ଳକ ଚେୟାରମ୍ୟାନ ସୁଷମା ଦାସ ଓ ନାତି ନାତୁଣି ସହ ପରିବାର ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା