ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ସଫେଇ କାର୍ଯ୍ୟକ୍ରମ…

ଯାଜପୁର (ସମୃଦ୍ଧ ଓଡିଶା) ଆଜି ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ରକ୍ଷାକରି ୩ୟ ଥର ପାଇଁ ପୁଣ୍ୟତୟା ବୈତରଣୀ ନଦୀ କୁଳରେ ଥିବା ଦଶ୍ୱାସମେଧ ଘାଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁର୍ଯ୍ୟାଲୋକ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଘାଟଟି ଆଗକୁ କିପରି ସ୍ୱଚ୍ଛ ରହିପାରିବ ଲୋକମାନଙ୍କୁ ବୁଝାଇବା ସହିତ ଘାଟରେ କାର୍ଯ୍ୟ କରୁଥିବା ପୁରୋହିତମାନଙ୍କୁ ଅବଗତ କରାଇଥିଲେ ।

ରିପୋର୍ଟ : ବାସବନ୍ଧୁ ଦାସ