ସାନିଟାଇଜର ସ୍ପ୍ରେ ମେସିନ ଉଦଘାଟିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗୁଡ଼ିଆନାଳି ଲକ୍ଷ୍ମୀ ପୂଜା କମିଟି ତରଫରୁ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ତତ୍ୱାବଧାନରେ କରୋନାର ବିସ୍ଫୋରକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ସାନିଟାଇଜ କରିବା ପାଇଁ ଏକ ସ୍ପ୍ରେ ମେସିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବି ବି ହାଇ ସ୍କୁଲ ପରିବା ମାର୍କେଟ ଠାରେ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଶୁଭମ ପାଣି