ଶ୍ରୀଜୀଉଙ୍କ ଗଜାନନ ବେଶ…

ଛତ୍ରପୁର  (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ଭାବେ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁଙ୍କୁ ମହାସ୍ନାନ କରାଇ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଗଜାନନ ବେଶ ହୋଇଯାଇଛି । ଏହି ଅବସରରେ କମ ସଂଖ୍ୟକ ଭକ୍ତଙ୍କ ସମାଗମରେ ଶୃଙ୍ଖଳିତ ଦର୍ଶନ ସମ୍ପର୍ଣ୍ଣ ହୋଇଛି । ସନ୍ଧ୍ୟାରେ ମହାପ୍ରଭୁଙ୍କ ରାଜ-ଆଳତୀ, ସ୍ତବପାଠ, ବନ୍ଦନା, ମିଷ୍ଟାନ୍ନ ପ୍ରସାଦ ବିତରଣ ସହ କୋରନା କଟକଣା ମଧ୍ୟରେ ସମାହିତ ହୋଇଛି ।