ମୌଲାଭଞ୍ଜା ପଞ୍ଚାୟତ ପୋଡାସିଙ୍ଗି ନାଳ ଆନିକଟ କରନାଳି ନିର୍ମାଣର ଶିଳାନ୍ୟାସ କଲେ ସାନଖେମୁଣ୍ଡି ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୌଲାଭଞ୍ଜା ପଞ୍ଚାୟତ ପୋଡାସିଙ୍ଗି ନାଳ ଆନିକଟ କରନାଳି ନିର୍ମାଣର ଶିଳାନ୍ୟାସ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା