ମୋଟାପା ନିୟନ୍ତ୍ରଣ ଜରୁରୀଥିଙ୍କର୍ସ କ୍ଳବ୍ ୭୩ତମ ଆଲୋଚନା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)୨୦୧୫ ଗଣନାରୁ ଜଣାପଡେ ଜନସଂଖ୍ୟାର ଶତକଡା ୪୦ ଭାଗ ଲୋକ ମୋଟlପା l ଏଇ ମାନଙ୍କୁ ଭବିଷ୍ୟତରେ ସବୁ ରୋଗ ବୃଦ୍ଧି ପାଇବlର ସମ୍ଭାବନା ବେଶୀ l ତେଣୁ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିନକୁ ଅଳ୍ପ ଅଳ୍ପ କରି ପାଞ୍ଚ ଥର ଖାଇବାକୁ ସୋଆ ବିଶ୍ଵବିଦ୍ୟାଳୟ କୁଳପତି ତଥା ଏମସ ର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର କହିଛନ୍ତି l ଥିଙ୍କର୍ଶ୍ କ୍ଳବ୍ ର ୭୩ ତମ ଆଭlଶି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମେ କେତେଦୂର ସ୍ୱାସ୍ଥ୍ୟବlନ ବିଷୟରେ ଡାକ୍ତର ମହାପାତ୍ର କହିଲେ ଯେ ପ୍ରତିଦିନ ସୂର୍ଯ୍ୟ ନମସ୍କାର ସହ ଗରମ ପାଣିରେ ଏକ ଚାମଚ୍ ମହୁ ହଳଦୀ ଓ କିଛି ଡାଲଚିନ ମିଶାଇ ପିଇବା ଉଚିତ୍ l ମନର ନିୟନ୍ତ୍ରଣ ପାଇଁ ପ୍ରତିଦିନ ଯୋଗ ସହ ଜୀବନ ଶୈଳୀ ରେ ପରିବର୍ତନ ନିହାତି ଆବଶ୍ୟକ l ଦୈନିକ ଶାଗ , ପନି ପରିବା,ଫଳ ମୂଳ ଖାଇବା ଉଚିତ୍ l ଦୈନିକ ୩ ଲିଟର ପାଣି ପିଇବା ସହ ୮୦୦ କlଲୋରି ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ୍ ବୋଲି ନିଜର ବହୁ ଅଭିଜ୍ଞତା ରୁ କହିଥିଲେ l ଥିଙ୍କର୍ଶ୍ କ୍ଳବ୍ ର ସଭାପତି ବରଦା ଦାସ ସଂଯୋଜନା କରି କହିଲେ ଯେ ଆଜିର ମଣିଷ ଅଧିକ ଆଶାବlଦୀ ହେଇ ଯାଉ ଥିବାରୁ ହତlସlବୋଧ ର ଶିକାର ହେଉଛି l ଏଣୁ ଭାଗବତ ଗୀତା ଚାପ୍ଟର ୧ ରୁ ୧୮ ଅନୁଯାୟୀ ଯୋଗୀ ଜୀବନ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ l ପ୍ରଫେସର ଉମାଶଙ୍କର ମିଶ୍ର,ବିଭୁ ଦତ୍ତ ମହାନ୍ତି, ଦ୍ଵିପାୟନ୍ ପଟ୍ଟନାୟକ,ଶୁଭସ୍ମିତl ପ୍ରଶ୍ନ ପଚାରି ଥିଲେ l ପରବର୍ତ୍ତୀ ଆସନ୍ତା ଶନିବାର ୨୪ ତାରିଖ ରାତ୍ର ୮ ଘଣ୍ଟାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବିଶ୍ୱବାସୀଙ୍କୁ ଉଦlତ୍ତ୍ ଆହ୍ବାନ – ମରନl, ମାରନl, ପlରତ ମୃତ୍ୟୁ କୁ ଅବଲୁପ୍ତ କର ବିଷୟରେ ଇଂରାଜୀ ଅଧ୍ୟାପକ ରିତିକ୍ ଶ୍ରୀ ଜିତେନ୍ଦ୍ର କୁମାର ପତି ବିଶେଷ ଆଲୋଚନା କରିବେ l

ବରଦା ଦାସ
ସଭାପତି, ଥିଙ୍କର୍ଶ୍ କ୍ଳବ୍

భువనేశ్వర్ (సంపన్నమైన ఒడిశా) 2015 జనాభా లెక్కల ప్రకారం జనాభాలో 40 శాతం మంది ఊబకాయంతో ఉన్నారు.భవిష్యత్తులో అన్ని రోగాలు పెరిగే అవకాశం ఉంది.అందువల్ల, తక్కువ కేలరీల ఆహారాలు రోజుకు ఐదుసార్లు తినాలి.డా. అశోక్ కుమార్, సోయా యూనివర్సిటీ ఛాన్సలర్. థింకింగ్‌ క్లబ్‌ 73వ వార్షిక చర్చా కార్యక్రమంలో ముఖ్య అతిథిగా పాల్గొన్న ఎం.ఎస్‌ మాజీ డైరెక్టర్‌ డాక్టర్‌. మహాపాత్ర మాట్లాడుతూ.. మనం ఆరోగ్యంగా ఉండేందుకు ఎంత దూరంలో ఉన్నామో.. గోరువెచ్చని నీటిలో ఒక టీస్పూన్‌ తేనె, మిరియాలు, కొంచెం దాల్చిన చెక్క కలిపి తాగాలి. ప్రతిరోజూ సూర్య నమస్కారాలతో.. ఇది చాలా అవసరం. మీరు రోజూ కూరగాయలు, పండ్లు మరియు కూరగాయలు తినాలి, మీరు 3 లీటర్ల నీరు త్రాగాలి మరియు 800 కేలరీల ఆహారాలు తినాలి. అతను మరణానికి గురవుతున్నందున, భగవత్ యోగ జీవితాన్ని ఆచరించాలని సలహా ఇచ్చాడు. భగవద్గీత అధ్యాయం 1 నుండి 18 వరకు ఆంగ్ల ఉపన్యాసకుడు రితిక్ శ్రీ జితేంద్ర కుమార్ పతి ప్రపంచ ప్రజలకు పిలుపుపై ​​ప్రత్యేక ప్రసంగం చేస్తారు – మర్త్య, మర్త్య, శాశ్వతమైన మరణానికి ముగింపు.

బర్దా బానిస
అధ్యక్షుడు, థింకర్స్ క్లబ్