ମାଟ୍ରିକରେ A1ଗ୍ରେଡ ରଖି ଗୌରବ ଅର୍ଜନ କରିଛନ୍ତି ତାପସ…

ଶେରଗଡ (ସମୃଦ୍ଧ ଓଡିଶା) ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ପିତ୍ତଳ ହାଇସ୍କୁଲର ୧୦ଶ୍ରେଣୀର ଛାତ୍ର ତାପସ ମହାପାତ୍ର A1ଗ୍ରେଡରେ ଉତ୍ତିନ୍ନ ହୋଇ ବିଦ୍ୟାଳୟ ତଥା ପିତ୍ତଳ ଅଂଚଳ ପାଇଁ ଗୌରବ ସୃଷ୍ଟି କରିଛନ୍ତି । ସେ ମୋଟ ଛଅଶହ ନମ୍ବରରୁ ୫୫୬ନମ୍ବର ଅକ୍ତିଆର କରି ବାକୁ ସକ୍ଷମ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମାଜସେବୀ ଡାକ୍ତର ହୃଷୀକେଶ ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଉନ୍ନତି କାମନା କରିଛନ୍ତି ।