ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ବିଭିନ୍ନ ରଥ ଅନୁଷ୍ଠିତ:ଜଣାନ୍ତୁ କେଉଁ ସାହିରେ କେଉଁ ରଥ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ କମିଟି ପକ୍ଷରୁ ବିଭିନ୍ନ ସାହିରେ ଭିନ୍ନ ଭିନ୍ନ ପ୍ରକାରର ରଥ ଅନୁଷ୍ଠିତ କରାଯାଇଛି । ଜଣାନ୍ତୁ କେଉଁ ସାହିରେ କେଉଁ ରଥ –

  1. ବିଛଣା ରଥ, ଵାଚୁ ବାରି ସାହି
  2. ମାଁ ଜ୍ଵାଳା ମୁଖୀ ରଥ, କାଳୁ ପାତ୍ର ସାହି
  3. ବୋଇତ ରଥ, ଚନ୍ଦ୍ରମା ସାହି
  4. ଶିବ ରୁଢ଼ା କାଳୀ ରଥ, ଷଣ୍ଢ ମହାନ୍ତି ସାହି
  5. ମାଁ ଜ୍ଵାଳା ରଥ, କେଦାରେଶ୍ୱର ମନ୍ଦିର ରୋଡ଼
  6. ପର୍ଶୁରାମ ରଥ, କଂସାରୀ ସାହି
  7. ବୀର ଲକ୍ଷ୍ଣଣ ରଥ, ବଡ଼ ବଜାର
  8. ଦୋଳି ରଥ, ସନ୍ତରଣି ସାହି
  9. ମାଁ ଧନଲକ୍ଷ୍ମୀ ରଥ, କୁମ୍ଭାର ସାହି
  10. କନକ ଦୂର୍ଗା ରଥ, ଆଗା ସାହି
  11. କାମଧେନୁ ରଥ, ବଡ଼ ରେଡିକା ସାହି
  12. ମାଁ ଶ୍ୟାମ କାଳୀ ରଥ, ବାଲୁଙ୍କେଶ୍ୱର ମନ୍ଦିର ଛକ
  13. ନାଗାର୍ଜ୍ଜୁନ ରଥ, ସୀତାରାମ ସାହି
  14. ରାମଚନ୍ଦ୍ର ରଥ, ଶଙ୍କର ପୁର ସାହି
  15. ନାରାୟଣ ରଥ, ମାର୍ଥା ପେଟା ସାହି
  16. ଶ୍ରୀ କୃଷ୍ଣ ରଥ, ଗୌଡ଼ ସାହି
  17. ମହାଦେବ ରଥ, ବାଲାଜୀ ପେଣ୍ଠ ସାହି