ବ୍ରହ୍ମପୁର ବିଧାନସଭା ଆସ୍କରୋଡ ମଣ୍ଡଳର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ଆସ୍କାରୋଡ଼ ମଣ୍ଡଳ ଅନ୍ତର୍ଗତ 1no ୱାର୍ଡ ଉତ୍ତର ମୂଖୀ ଦେବି ମନ୍ଦିର ଠାରେ ମଣ୍ଡଳର ଚଳଚଞ୍ଚଳ କାର୍ଯ୍ଯକର୍ତ୍ତା ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱରେ ଭାରତକୁ ଶ୍ରେଷ୍ଠ ଦେଶର ମାନ୍ଯତାରେ ପହଞ୍ଚାଇଥିବା ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟ, ଭାରତରେ ଜି-20 ସମ୍ମଳନୀର ଉତ୍କର୍ଷତାକୁ ନେଇ ବହୁ ଅଭିପ୍ରେରିତ ଆଲୋଚନା ହୋଇଥିଲା। ଏଥିରେ ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର ଓ କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ରହି ବିଧାନସଭାରେ ମୋଦିଙ୍କ ଲୋକାଭିମୁଖି କାର୍ଯ୍ଯକୁ ଆଧାରକରି କିପରି ସଫଳ ପାଇବେ ତାହାର ଯୋଜନା ପ୍ରସ୍ତୁତ ଆ ଆଲୋଚନା ହୋଇଥିଲା। ଏଥିରେ ପୂର୍ବତନ ଗଞ୍ଜାମଜିଲ୍ଲା ସାଧାରଣ ସମ୍ପାଦକ ବରିଷ୍ଠନେତା ରବୀନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଓ ପୂର୍ଵତନ ସରପଞ୍ଚ ଶ୍ରୀମତି ମମତା ରଣା, ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀନୀ ସବିତା ସୁଆର, ସମାଜସେବୀ ବିଜେପି ନେତା ଡଃ.ରାମହରି ଖଣ୍ଡୁଆଳ,ପୂର୍ବତନ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି ବ୍ରହ୍ମପୁର ସହରର ଟାଣୁଆ ଯୁବନେତା କିରଣ କୁମାର ସାହୁ, କର୍ପୋରେଟର ପ୍ରଦୀପ ଶତପଥି, ଡି, କରୁଣା କର, ନୀଳକଣ୍ଠ ସାହୁ,ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ବ୍ରହ୍ମପୁର ଯୁବନେତା ମହେଶ ତ୍ରିପାଠୀ, ଆଦିତ୍ୟ ବେହେରା,ଅର୍ଜୁନ ଜେନା, ଶିବ ପାଣିଗ୍ରାହୀ,ଆସ୍କାରୋଡ଼ ମଣ୍ଡଳ ଏସ୍.ସି ମୋର୍ଚ୍ଚା ସଭାପତି ସାଗର ମୂଖୀ,ଶିବ ପାଣିଗ୍ରାହୀ,ଅର୍ଜୁନ ପଣ୍ଡା,ମଦନ ସାହୁ,ରାମ ସେଠି, ବ୍ରହ୍ମାନନ୍ଦ ସାହୁ,ବିକାଶ ତ୍ରିପାଠୀ, କାହ୍ନା ପୃଷ୍ଟି,ବଳରାମ ସାହୁ,ସନ୍ଦେଶ ଦାସ, ବିନାୟକ, ସୁଜିତ ଆଚାର୍ଯ୍ୟ, ମହେସ ସାହୁ,ଅନିଲ ମହାଙ୍କୁଡ, ଅନିଲ ସାହୁ, ଵିଶାଲ ସାହୁ, ପପୁନ ସାହୁ,ବଳିଆ ମହାରଣା, ସୁମନ ମହାରଣା, କୁନା ସେଠି, ରାଜା ମାହାଙ୍କୁଡ,ସୁନୀଲ ସାହୁ, ଚିଣ୍ଟୁ ପାତ୍ର, ମାନସ ଚୌଧୁରୀ,ରାଜା ପାଣିଗ୍ରାହୀ, ଜଗା ବେହେରା, ରବି ବେହେରା, ନରେନ୍ଦ୍ର ସାହୁ,କୁଶ ନାୟକ, ବାଲ୍ମୀକି ସାହୁ,ରାଜା ପାତ୍ର, ଧନଞ୍ଜୟ ପାଣଗ୍ରାହୀ, ସୁନୀଲ ରେଡି,ବିନୋଦ ସିଂ ରୀନା ଚୌଧୁରୀ, ନର୍ମଦା ମଣି, ସୁର ପାଢ଼ୀ, ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ସନ୍ତୋଷିନୀ ସାହୁ,ବିନୋଦ ସିଂ ରୀନା ଚୌଧୁରୀ, ନର୍ମଦା ମଣି, ସୁର ପାଢ଼ୀ, ସଂଗୀତା ସାହୁ, ସମେତ ଶତାଧିକ ବୁଥ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା