ବ୍ରହ୍ମପୁରରେ ଲାଗିରହିଛି ପବିତ୍ର ଗଣେଶ ପୂଜା ଉପଲକ୍ଷେ ସଜବାଜ

ବ୍ରହ୍ମପୁର- ନେହୁରୁ ନଗର ସପ୍ତମ ଲାଇନରେ ଚାରିବର୍ଷ ଧରି ସାହି ବାସିନ୍ଦାଙ୍କ ସହାୟତା ରେ କରିଆସୁଥିବା କିଛି ଛାତ୍ର ସେଥିମଧ୍ୟରୁ ମହେଶ ଚନ୍ଦ୍ର ପାତ୍ର,ରଂଜିତ ପାଢୀ,ସୁମୀତ ପଟ୍ଟନାୟକ ଲିପୁ,ପପୁ,ସୁରଜ,ବାବୂ ମିଶି ସଜାସଯ ଜୋରଜାରରେ ପଞ୍ଚମ ବର୍ଷ ଉପଲକ୍ଷେ କରୁଛନ୍ତି । ଏଥି ସହ ଅନ୍ୟ ସହପାଠୀଙ୍କ ସହାୟତା ମଧ୍ୟ ରହିଛି ସେଥି ମଧ୍ୟରୁ ସନ୍ଦୀପ,ଭବାନୀ,ସରୋଜ,ମାନସ, ହୃଷିକେଶ ଇତ୍ୟାଦି ସହପାଠୀ ମାନଙ୍କ ଯୋଗଦାନ ନହୋଇ ମଧ୍ୟ କାର୍ଯାରେ ଅର୍ଥ ଓ କିଛି ଦାନ କରି ଚାରିବର୍ଷ ହେଲା ସହାୟତା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇ ପଞ୍ଚମ ବର୍ଷର ପୂଜାକୁ ଅଧିକରୁ ଅଧିକ ସୁନ୍ଦର କରିବାରେ ଲାଗିରହିଛନ୍ତି।