ବୁଗୁଡା ଏନଏସିରେ ଶ୍ରୀରାମ ଚରିତ ମାନସ ଅନୁଷ୍ଠିତ…

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ଏନଏସିର ଓଡ଼ିଆ ସାହି ଠାରେ ଶ୍ରୀରାମ ଚରିତ ମାନସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଲୋକମାନଙ୍କୁ ଆଧ୍ୟାତ୍ମିକ ବିଷୟରେ ପ୍ରବଚନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା