ବିଜେପିର ବିୟୁଟି ପାର୍ଲର ପ୍ରଶିକ୍ଷଣ : బీజేపీ బ్యూటీ పార్లర్ శిక్షణ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଏକତା ଟ୍ରଷ୍ଟ, ହେଡ ଟରନେର ଓ ବିଜେପି ପ୍ରଶିକ୍ଷଣ ସେଲ ର ମିଳିତ ସହଯୋଗ ରେ ଘରେ ବସି ଥିବା ମହିଳା, ଯୁବତୀ ଙ୍କ ଆର୍ଥିକ ଅଭିଭୂଦ୍ଧି କରି ବା ଲାଗି ସେମାନଙ୍କୁ ବିୟୁଟି ପାର୍ଲର ସ୍ଥାପନ କରିବା, ପ୍ରଶିକ୍ଷଣ ଆରୋହଣ କରି ଚାକିରୀ କରିବା ର ସୁଯୋଗ ପ୍ରଦାନ କରା ଯାଇ ଅଛି l ଏହି କାର୍ଯ୍ୟକ୍ରମ ରେ ପଚାଶ ରୁ ଅଧିକ ମହିଳା ତାଲିମ ପାଇ, ଆତ୍ମ ନିର୍ଭର ଓ ସ୍ୱାବଲମ୍ବୀ ହେବା ର ସୁଯୋଗ ଲାଭ କରିଛନ୍ତି ବୋଲି ପ୍ରଶିକ୍ଷଣ ସେଲର ଅଧକ୍ଷ ରବି ମହାରଣା ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଏକତା ଟ୍ରଷ୍ଟ ତରଫରୁ ଅଧ୍ୟକ୍ଷା ଦିପ୍ତୀରେଖା ପଟ୍ଟନାୟକ, ପ୍ରଶିକ୍ଷଣ ପ୍ରଦାନ କରୁଥିବା ସଂସ୍ଥା ର ନିର୍ଦେଶକା ଝୁଣ୍ଟି ହୋତା, ବିଜେପି ପ୍ରଶିକ୍ଷଣ ସେଲର ସଦ୍ୟସ ମନେ ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର

భువనేశ్వర్ (సంపన్నమైన ఒడిశా) ఏక్తా ట్రస్ట్, హెడ్ టర్నర్ మరియు బిజెపి ట్రైనింగ్ సెల్ సహకారంతో, ఇంట్లో కూర్చున్న మహిళలు మరియు యువతులకు ఆర్థిక సహాయం లేదా బ్యూటీ పార్లర్లు ఏర్పాటు చేయడానికి, వారికి శిక్షణ ఇచ్చి వారికి ఉపాధి కల్పించడానికి అవకాశం కల్పించారు.ఈ కార్యక్రమం రవి ట్రైనింగ్ సెల్ హెడ్ మహారాణా మాట్లాడుతూ యాభై మందికి పైగా మహిళలు శిక్షణ పొంది స్వావలంబన, స్వావలంబనకు అవకాశం కల్పించారన్నారు.ఏక్తా ట్రస్ట్ తరపున చైర్ పర్సన్ దీప్తిరేఖా పట్నాయక్, శిక్షణ అందిస్తున్న సంస్థ శిక్షకురాలు సద్యాలు కార్యక్రమంలో భాజపా ట్రైనింగ్‌ సెల్‌కు చెందిన మానే పాల్గొన్నారు.

నివేదిక: రజత్ కుమార్ మహాపాత్ర