ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ସଭା ଓ ପଦଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର ଏକ ନମ୍ବର ସର୍ବ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ଆଜି ବ୍ରହ୍ମପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ସଭା ଓ ପଦଯାତ୍ରା କରି ସହର ପରିକ୍ରମା କରିଥିଲେ । ଏଥିରେ ବ୍ରହ୍ମପୁର ମହାନଗରର ଯୁବ, ଛାତ୍ର, ମହିଳା, ଶ୍ରମିକ, ବରିଷ୍ଠ ନାଗରିକ, ବିଜୁ ଜନତା ଦଳ ବରିଷ୍ଟ ନେତୃ ବୃନ୍ଦ, ବିଜୁ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା