ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର : ୬୪ୟୁନିଟ ରକ୍ତ ସଂଗୃହିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ୬ଷ୍ଠ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୪ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସର୍ବମୋଟ ୩୧୨ୟୁନିଟ ରକ୍ତ ସଂଗୃହୀତ କରାଯାଇ ରକ୍ତ ଭଣ୍ଡାରକୁ ଦିଆଯାଇଛି । ଏହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା