ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ଶେରଗଡ଼ (ସମୃଦ୍ଧ ଓଡିଶା) କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଲାଗି ରହିଥିବା ବେଳେ ଗଞ୍ଜାମ ଏସ.ପି. ବ୍ରଜେଶ ରଏଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଏବଂ ସୁବ୍ରତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆମ ପୋଲିସ ସମିତି, ସମ୍ବାଦ ଆମ ଓଡିଶାର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୦୬ ଜଣ ରକ୍ତଦାନ କରିଥିଲେ । ଏଥିରେ ଗଞ୍ଜାମ ଏସ.ପି. ବ୍ରଜେଶ ରଏ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆସିକା ଏସ.ଡ଼ି.ପି.ଓ ସୂର୍ଯ୍ୟମଣି ପ୍ରଧାନ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ଅଧକ୍ଷା ସାରସ ସ୍ୱାଇଁ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼ ଦୟାସିନ୍ଧୁ ପରିଡା, ଡ଼ ସାନୁ ଦେବୀ, ଡ଼ ନାରାୟଣ ବେହେରା, ଡ଼ ମନ୍ମଥ ବେହେରା, ଏ.ଟି.ଓ. ଅକ୍ଷୟ କୁମାର ମଲ୍ଲିକ, ଆମ ଓଡିଶା ସଂଯୋଜକ ବସନ୍ତ କୁମାର ପଣ୍ଡା ପ୍ରସନ୍ନ କୁମାର ପଣ୍ଡା, ହୃଷିକେଶ ପାଢୀ, ଉଦୟ ନାଥ ପ୍ରଧାନ, ବାବୁଲା କୁମାର ଚୌଧୁରୀ, ରାମକୃଷ୍ଣ ପଲାଇ, ମୋଟର ଚାଳକ ସଂଘ ସଭାପତି ମେଘନାଦ ଦାସ, ଦିଲ୍ଲୀପ ପଲାଇ,ବି. କିରଣ ପାତ୍ର ବି. ଚେଇନ ପାତ୍ର, ଇ. ଚିନ୍ମୟ ପାତ୍ର, ରାଜେଶ ସୁବୁଦ୍ଧି, ରବୀନ୍ଦ୍ର ନାଥ ସ୍ୱାଇଁ, ଡିଗ୍ରୀ କଲେଜ ଅଧକ୍ଷ ବିନୋଦ ଚନ୍ଦ୍ର କର, ଅଶୋକ କୁମାର ପାତ୍ର, ସୁବାଷ ଚନ୍ଦ୍ର ପାତ୍ର, ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦ ପ୍ରତିନିଧି ସୁବ୍ରତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ତ୍ରିଲୋଚନ ଡାକୁଆ, ପିଣ୍ଟୁ ଗୌଡ଼, ହୀନ ପ୍ରଧାନ, ଗୌରହରି ବିଷୋୟୀ, ରବୀନ୍ଦ୍ର ପରିଡା, ନିରାକାର ବିଷୋୟୀ, ନୀଳମାଧଵ ସାହୁ, ମିଥୁନ ଗୌଡ଼, ପୁରୁଷୋତ୍ତମ ପ୍ରଧାନ, ମହେଶ୍ୱର ପ୍ରଧାନ, ଏସ. ବିଷ୍ଣୁ ପ୍ରସାଦ ପାତ୍ର, ନୀଳାଞ୍ଚଳ ସାହୁ, ଏ. ପ୍ରକାଶ ରେଡି, ସନ୍ତୋଷ ପ୍ରଧାନ, ମହେଶ୍ୱର ସ୍ୱାଇଁ, ମହେନ୍ଦ୍ର ମିଶ୍ର, କାଳିଆ ହୋତା, ବଖାର ଖାନ, ଟୁକୁନା ଜେନା, ଶ୍ୟାମ ସୁନ୍ଦର ପଣ୍ଡା, କୃଷ୍ଣ ଚନ୍ଦ୍ର ସେନାପତି, ନୀଳାଞ୍ଚଳ ଗୌଡ଼, କାମେଶ୍ୱର ବେହେରା, ଅଲେଖ ସ୍ୱାଇଁ, କେ. ମୁନା ରେଡି, ସିମାଞ୍ଚଳ ଗୌଡ଼, ମୁକେଶ ଗୌଡ଼, ସୁନିଲ କୁମାର ସ୍ୱାଇଁ, ଶ୍ୟାମ ସୁନ୍ଦର ପ୍ରଧାନ, ପ୍ରଫୁଲ୍ଲ ଗୌଡ଼, ସିଦ୍ଧାର୍ଥ ସାହୁ, ମହେଶ୍ୱର ବିଶ୍ୱାଳ, ପ୍ରଶାନ୍ତ ସାହୁ, ଜଗନ୍ନାଥ ଗୌଡ଼, ଏ. ଭିକାରି ରେଡି, ଶ୍ରୀକାନ୍ତ ପରିଡା, ବନବାସ ଗୌଡ଼, ପିଣ୍ଟୁ ଗୌଡ଼, ହରି ଡାକୁଆ, କୃଷ୍ଣ ପ୍ରଧାନ, ଶଙ୍କର ସ୍ୱାଇଁ, ଟି. ସାଇକ୍ରିଷ୍ଣା ପାତ୍ର,, ଏ. କାଳୀ ଚରଣ ପାତ୍ର, ବାପିନି ପଣ୍ଡା, ରାଜ କିଶୋର ପ୍ରଧାନ, ପ୍ରଶାନ୍ତ ବିଶୋଇ, ଅକ୍ଷୟ ପ୍ରଧାନ, ବ୍ରଜ କିଶୋର ସାହୁ, ଅମନ କୁମାର ପଶୁପାଳକ, ନିଲୁ ବାରିକ, ଜିତେନ୍ଦ୍ର କୁମାର ଗୌଡ଼, ପ୍ରଦୀପ କୁମାର ସାହୁ, ବି. ସଂଜୀବ ପାତ୍ର, ସଞ୍ଜୟ କୁମାର ସାହୁ, ମେଘନାଦ ଭୂୟାଁ, ଶିବରାମ ପ୍ରଧାନ, ପୀତବାସ ସେଠି, ସୁନିଲ କୁମାର ପଶୁପାଳକ, ପି. ଭେଙ୍କଟେଶ୍ଵର ପାତ୍ର, ପିଣ୍ଟୁ ମହାରଣା, ନୀଳାଞ୍ଚଳ ନାୟକ, ନାରାୟଣ ପ୍ରଧାନ, ହରେକୃଷ୍ଣ ସାହୁ, ବିବେକାନନ୍ଦ ମଲ୍ଲିକ, ବିନୋଦ ପ୍ରଧାନ, ସୁନିତ କୁମାର ମହାପାତ୍ର, ସଞ୍ଜୟ କୁମାର ସେଠି, ପି.ଚୁମନ ପାତ୍ର, ମଙ୍ଗୁଲୁ ସ୍ୱାଇଁ, ପ୍ରମୋଦ କୁମାର ପ୍ରଧାନ, ଶଙ୍କର ପ୍ରଧାନ, ପି. ଭିକାରି ପାତ୍ର, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, କେଶବ ଡାକୁଆ, ରିଙ୍କୁ ସ୍ୱାଇଁ, ଅରୁଣ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ସ୍ୱାଇଁ, ରବୀନ୍ଦ୍ର ନାଇକ, କାଳିଆ ସେଠି, ପି.ଚନ୍ଦନ ପାତ୍ର, ଏସ. ସାଇ ପ୍ରସାଦ ପାତ୍ର, ସନ୍ତୋଷ ମହାରଣା, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସାଗର ପଣ୍ଡା, ନରସିଂହ ପାଢୀ, ଜଗନ୍ନାଥ ପାଢୀ, ପ୍ରଭାକର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, କିରଣ ସାହୁ, କାହ୍ନୁ ଚରଣ ସାହୁ, ବାଉରୀ ବନ୍ଧୁ ଜେନା, ଶିବ ଜେନା, ରୂପକ ସ୍ୱାଇଁ, ପ୍ରଦୀପ କୁମାର ପାଢୀ, କାହ୍ନୁ ଚରଣ ପାତ୍ର, କବିରାଜ ଭୂୟାଁ, ନନ୍ଦୀ ଗୌଡ଼, ରୋହିତ ବେହେରା, ସନ୍ତୋଷ ପ୍ରଧାନ, ଶୁକଦେବ ପ୍ରଧାନ, ଇ.ଚିନ୍ମୟ ପାତ୍ର, ରାମକୃଷ୍ଣ ପ୍ରଧାନ, ରତ୍ନାକର ବିଷୋୟୀ, ପ୍ରଫୁଲ୍ଲ କୁମାର ସାବତ, ବି. ସନ୍ତୋଷ ପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଶେରଗଡ଼ ଥାନା କର୍ମଚାରୀମାନେ ଶିବିର ପରିଚାଳନା କରିଥିଲେ ।

ରିପୋର୍ଟ : ବିପ୍ଳବ ସେଠି