ପିଙ୍ଗୁଆ ତରଫରୁ ଏକ ସଚେତନ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାଇ ପରିବାର ପିଙ୍ଗୁଆ ତରଫରୁ ଏକ ସଚେତନ କାର୍ଯ୍ୟକ୍ରମ ଓ ଖାଦ୍ୟ, ସନିଟରି ପ୍ରଦାନ କରାଯାଇଥିଲା ଏବଂ ସାଇ ବାବାଙ୍କ ନିକଟରେ ସମସ୍ତ ସ୍ୱେଚ୍ଛାସେବୀ ପ୍ରାର୍ଥନା କରିଥିଲେ କିଭଳି ଏହି କରୋନା ମହାମାରୀ କବଳରୁ ସାରା ପୃଥିବୀର ସ୍ଥିତି ପୃବଅବସ୍ଥାକୁ ଫେରିଆସୁ । ଏହି କାର୍ଯ୍ୟକ୍ରମର ସମସ୍ତ କର୍ମକର୍ତ୍ତାଙ୍କୁ ଗ୍ରାମର ବୃଦ୍ଧିଜିବ ବହୁ ପ୍ରଶଂସା କରିଥିଲେ । କିଭଳି ସମସ୍ତଙ୍କ ପାଖରେ ଖାଦ୍ୟ ଓ ସାନିଟାରୀ ପହଞ୍ଚିବ ସେହି ଦୈତ୍ୟ ଭାର ନେଇଥିଲେ, ଜ୍ଞାନ ରଞ୍ଜନ ସିଂହ, ସୌମ୍ୟରଞ୍ଜନ ସାହୁ, ଦୀପକ୍ ବାରିକ ଓ ସମସ୍ତଙ୍କୁ ସଚେତନର ବାର୍ତ୍ତା ସମାଜ ସେବୀ ସରୋଜ କୁମାର ମହାଳିକ (ବିପ୍) ଦେବା ସହିତ ଲୋଙ୍କ ପାଖରେ ପ୍ରଟିକାଲ୍ କରି ଦେଖି ଥିଲେ । ତାଙ୍କୁ ସହଯୋଗ କରିଥିଲେ ଜିନୁଆ, ପିଙ୍କୁ, ସିପୁନା । ଏହି କାର୍ଯ୍ୟକ୍ରମରେ ରୋଷେଇ ଦାୟିତ୍ଵ ନେଇଥିଲେ ବିଜୟ କୁମାର ସାହୁ ଏବଂ ଯୁଗଳ । ତତ୍ ସହିତ ଏହି କାର୍ଯ୍ୟକ୍ରମ ଆଗଗୁ ଜାରି ରହିବ ଓ କାଲିର କାର୍ଯ୍ୟକ୍ରମ କେଉଁ ଗ୍ରାମକୁ ଯିବ ରାତ୍ରିରେ ଏକ ସଭା ଡକାଜିବ ।

ରିପୋର୍ଟ : ଶୁଭମ କୁମାର ପାଣି