ଥିଙ୍କର୍ଶ୍ କ୍ଳବ୍ ୭୪ତମ ଆଲୋଚନା: କର୍ମ ହିଁ ଭାଗ୍ୟ ତପସ୍ୟା

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ଜନତାଙ୍କୁ ସୁଖ ଶାନ୍ତି ଆନନ୍ଦ ର ମାର୍ଗ ଦେଖାଇବା ପାଇଁ ଏକ ଗରିବ ବ୍ରାହ୍ମଣ ଦେବ ଦମ୍ପତି ଙ୍କ ଠାରୁ ପୁରୁଷୋତ୍ତମ ପରମ୍ପରାରେ ଶ୍ରୀ ଶ୍ରୀ ଠାକୁର ଅନୁକୁଲଚନ୍ଦ୍ର ଙ୍କ ଆବିର୍ଭାବ ଏ ଧରଣୀ ପାଇଁ ଥିଲା ଶୁଭ ସଂକେତ । ଥିଙ୍କର୍ଶ୍ କ୍ଳବ୍ ର ୭୪ ତମ ଆଭlଶି ଆଲୋଚନା ମରନl, ମାରନା, ପlରତ ମୃତ୍ୟୁ କୁ ଅବଲୋକନ କର – ଶ୍ରୀ ଶ୍ରୀ ଠାକୁର ଅନୁକୁଲଚନ୍ଦ୍ର ବିଷୟରେ ରୀତିକ ଅଧ୍ୟାପକ ଜିତେନ୍ଦ୍ର କୁମାର ପତି ବକ୍ତା ଭାବେ ଯୋଗ ଦେଇ କହିଥିଲେ l ବିଭିନ୍ନ ଧର୍ମ ଏକ ଏକ ମତ l ସେ ସବୁ ଶାଶ୍ଵତ ନୀତି ନିୟମ ପାଳନ କଲେ ଜୀବନ ସୂ ନିୟନ୍ତ୍ରିତ ସୁଯୋଗ୍ୟ ଲାଭ କରେ l କର୍ମ ହିଁ ଭାଗ୍ୟ ତପସ୍ୟା ବୋଲି ଅଧ୍ୟାପକ ପତି ବର୍ଣ୍ଣନା କରିଥିଲେ l ଥିଙ୍କର୍ଶ୍ କ୍ଳବ୍ ର ସଭାପତି ବରଦା ଦାସ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ସମୟରେ ଆଲୋକ ଉଦ୍ ଭlସିତ୍ ହୋଇଥିଲା ଓ ତାଙ୍କ ଜୀବନ କାଳରେ ସେ ବହୁ ବିସ୍ମୟ ସୃଷ୍ଟି କରିଥିଲେ ,ଯାହା ଫଳରେ ବହୁ ଭକ୍ତ ମାନଙ୍କୁ ସେ ଦୀକ୍ଷିତ କରlଇପାରିଥିଲେ l ବିଶପ ଡି ବି ହୃଦୟ, ପ୍ରଫେସର ଉମାଶଙ୍କର ମିଶ୍ର,ସୁଶାନ୍ତ କିଶୋର ବଳ,ଡମ୍ବରୁ ଧର ଦାସ, ଡ୍ ରଜତ ଶତପଥୀ,ସୁନିଲ ଦେ, ବିଭୁଦତ୍ତ ମହାନ୍ତି,, ଅନ୍ନପୂର୍ଣ୍ଣା ଦାସ, ସୁଭସ୍ମିତା ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ବୋଲି ଥିଙ୍କର୍ଶ୍ କ୍ଳବ୍ ସଭାପତି ବରଦା ଦାସ ଜଣାଇଛନ୍ତି l

భువనేశ్వర్ (సంపన్నమైన ఒడిశా) ప్రజలకు సంతోషం, శాంతి మరియు సంతోషాల మార్గాన్ని చూపించడానికి పురుష సంప్రదాయంలో పేద బ్రాహ్మణ దేవ్ దంపతుల నుండి శ్రీశ్రీశ్రీ ఠాకూర్ అనుకులచంద్ర ఆవిర్భవించడం ఈ ధరణికి శుభసూచకం. థింకర్స్ క్లబ్ యొక్క 74వ వార్షిక చర్చ మరణం, మర్నా, పునర్జన్మ సమీక్ష – శ్రీశ్రీశ్రీ ఠాకూర్ గురించి అనుకులచంద్ర రితిక లెక్చరర్ జితేంద్ర కుమార్ వక్తగా చేరారు.ప్రయోజనాలు l కర్మ అనేది విధి అని అధ్యాపకులు వివరించారు l బర్దా దాస్, థింకర్స్ క్లబ్ అధ్యక్షుడు శ్రీ అనుకుల్ చంద్రకు జ్ఞానోదయం అతను పుట్టిన సమయంలో మరియు అతని జీవితకాలంలో అతను చాలా అద్భుతాలను సృష్టించాడు, దాని ఫలితంగా అతను చాలా మంది భక్తులను ప్రారంభించగలిగాడు l బిషప్ డిబి హాలీ, ప్రొఫెసర్ ఉమాష్కర్ మిశ్రా, సుశాంత్ కిషోర్ బాల్, డుంబ్రు ధర్ దాస్, ద్రజత్ షట్పతి, సునీల్ ఈ చర్చలో దే, బిభుదత్త మొహంతి, అన్నపూర్ణ దాస్, సుభాస్మిత తదితరులు పాల్గొన్నారని థింకర్స్ క్లబ్ అధ్యక్షుడు బర్దా దాస్ తెలిపారు.


भुवनेश्वर (समृद्ध ओडिशा) जनान् सुख-शान्ति-आनन्द-मार्गं दर्शयितुं पुरुष-परम्परायां निर्धन-ब्राह्मणदेव-दम्पत्योः श्रीश्री-ठाकुर-अनुकुलचन्द्रस्य उद्भवः अस्याः धरणीयाः कृते शुभलक्षणम् आसीत्। थिंकर्स क्लब की 74 वीं वार्षिक चर्चा मृत्यु, मरना, पुनर्जन्म समीक्षा – श्री श्री ठाकुर के बारे में अनुकुलचंद्र रितिका व्याख्याता जितेन्द्र कुमार वक्ता के रूप में सम्मिलित हुए लाभ l कर्म भाग्य है तप के रूप में संकाय द्वारा व्याख्या l थिंकर्स क्लब के अध्यक्ष बर्दा दास श्री अनुकुल चन्द्र को प्रबुद्ध किया गया जन्मसमये जीवनकाले च सः बहु आश्चर्यं सृजति स्म, यस्य फलस्वरूपं सः अनेकेषां भक्तानाम् दीक्षां दातुं समर्थः अभवत् l बिशप डी.बी देय, बिभुदत्त मोहंती, अन्नपूर्णा दास, सुभास्मिता इत्यादयः चर्चायां भागं गृहीतवन्तः इति थिंकर्स क्लबस्य अध्यक्षा बर्दा दासः अवदत्।