ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଗୁରୁମାନଙ୍କୁ ଅଭିନନ୍ଦନ ଜଣାଇଲେ

ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ଗୁରୁଦିବସ ଉପଲକ୍ଷେ ଗୁରୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ସମସ୍ତ ଶିକ୍ଷକ ଛାତ୍ର ବସଚଳ ହୋଇ ଉତ୍ତମ ଶିକ୍ଷାଦାନକଲେ ଚାତ୍ରସମାଜରେ ପୂଜିତ ହୁଅନ୍ତି । ଶିକ୍ଷକ ହାତରେ ହିଁ ରାଜ୍ୟର ଭବିଷ୍ୟତ ଗଠନହୁଏ । ତେଣୁ ଶିକ୍ଷକ ହେଉଛନ୍ତି ପ୍ରଗତିର ମାର୍ଗ ଦର୍ଶକ। ତେଣୁ ସେମାନଙ୍କୁ ଗୁରୁଦିବସରେ ଅଭିନନ୍ଦନ ଜଣାଇ ଟୁଇଟ ମାଧ୍ୟମରେ ଶୁଭକାମନା କରିଛନ୍ତି ।