ତୁଳୀରେ ସୁନ୍ଦର ଛତ୍ରପୁର ସହର…

 ଛତ୍ରପୁର (ସମୃଦ୍ଧ ଓଡିଶା) ଆମେ ଜୀବନକୁ ବଞ୍ଚାଇବାକୁ ସଂସ୍କୃତି କଳା ଓ ସଂସ୍କୃତିର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିବା ପୂର୍ବରୁ ଲୋକମାନେ ନିଜେ ସଚେତନ ହେବା ପାଇଁ ଫଟୋ ଉଠାଇ ଖୁସି ହୋଇଗଲା ପରେ ଭୁଲି ଯାଉଛେ । କିନ୍ତୁ ଏହି ଚିତ୍ର କଳାକାରମାନେ ବିଭିନ୍ନ ଆଧୁନିକ ବା ପୌରାଣିକ ଚିତ୍ର ଆଙ୍କି ଜନସାଧାରଣଙ୍କ ସଚେତନତା ସୃଷ୍ଟି କରିବା ପାଇଁ ଏକ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପାଇଁ ବୁଲି ବୁଲି ଦେଖୁଥିଲା ବେଳେ ଛତ୍ରପୁର ସହରର ସଫେଇ ଓ ସୌନ୍ଦର୍ଯ୍ୟକୁ ପ୍ରଶାସନର ବ୍ୟାପକ ପଦକ୍ଷେପ ନିଆଯାଇଛି । ଛତ୍ରପୁର ଏନଏସସିର ଓ ସହର ସୁନ୍ଦର ଭାବରେ ସୁସଜ୍ଜିତ କରିବା ନିମନ୍ତେ ଆଲୋକ ଓ ଚିତ୍ରକଳା ଏକ ନୂତନ ଦିଶା । ଏହା କେବଳ ସମ୍ଭବ ଆମ୍ଭେ ସମସ୍ତଙ୍କ ଚେଷ୍ଟା କରିବା କିପରି ଭାବରେ ଛତ୍ରପୁର ଏନ୍ ଏସ୍ ସିକୁ ସଫା ରଖିବା ନିମନ୍ତେ ପ୍ଲାଶଟିକ ଓ ପଲିଥିନକୁ(ନା) ନିଜ ପରିବେସକୁ ସଫା ରଖିବା ନିମନ୍ତେ ସଚେତନ କରିବା । ଆଜିର ଏହି ବାର୍ତ୍ତାଟି କ୍ରିଷ୍ଟା ରେଡ୍ଡୀ କାନ୍ଥରେ ତୁଳୀ ମାଧ୍ୟମରେ ସଚେତନ କରୁଥିଲେ । ପେଷାରେ ସେ ଜଣେ ବହୁତ ଭଲ ଚିତ୍ର କଳାକାର ଛତ୍ରପୁର ନିକଟ ବାଟ ଛତ୍ରପୁରର । ଜଣାଶୁଣା ଚିତ୍ର କଳାକାର ଗୁରୁ ଶ୍ରୀ ଧର୍ମା ରାଓଙ୍କ ଠାରୁ ଚିତ୍ରକଳା ତାଲିମ ନେଇ ଆଜି ସେ ଜଣେ ବହୁତ ଭଲ ଚିତ୍ର କଳାକାର ହୋଇପାରିଛନ୍ତି ବୋଲି କୁହାଯାଇଛି । ଜିଲ୍ଲା ପ୍ରସାଶନ ତରଫରୁି ଚିତ୍ର କରିବା ପାଇଁ ସୁଯୋଗ ମିଳିବା ଦ୍ବାରା ସେ ଖୁସି ବହୁତ ଖୁସି ଥିବା କହିଛନ୍ତି । ୨୦୦୯ ଠାରୁ ୨୦୧୩ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଚାରି ବର୍ଷରେ ଡିଗ୍ରି ହାସଲ କରିଥିଲେ । ସମସ୍ତ ପ୍ରକାର ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ପୁରସ୍କାର ପାଇବା ସହ ସମ୍ମାନ ପାଇଥିଲେ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା