ଢେଙ୍କାନାଳରେ ବିଶ୍ୱ ମିତଵ୍ୟୟିତା ଦିବସ ପାଳନ ଅବସରରେ ଶୋଭାଯାତ୍ରା କଲେ କର୍ମଚାରୀ

ଢେଙ୍କାନାଳ(ଶୁଭମ ପାଣି) ଜିଲ୍ଲା ପ୍ରଶାସନର ସ୍ୱଳ୍ପସଞ୍ଚୟ ବିଭାଗ ପକ୍ଷରୁ ଢେଙ୍କାନାଳରେ ବିଶ୍ୱ ମିତଵ୍ୟୟିତା ଦିବସ ପାଳନ କରାଯାଇଛି । ସ୍ୱଳ୍ପସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ଏହି ବିଶ୍ୱମିତଵ୍ୟୟିତା ଦିବସ ପାଳନରେ କର୍ମଚାରୀମାନେ ଅଂଶଗ୍ରହଣ କରି ଲୋକଙ୍କୁ ସଚେତନତା କରିବା ନିମନ୍ତେ ଏକ ଶୋଭାଯାତ୍ରା କରିବା ପ୍ରକାଶ ।