ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ବଦାଙ୍ଗି ୭ ଦିନ ସଟଡାଉନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ହରିଗଡ଼ ଗ୍ରାମ ପଞ୍ଚାୟତର ବଦାଙ୍ଗି ଗ୍ରାମରେ ଦିନକୁ ଦିନ କୋରନା ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବା ସହ ୨ ଜଣଙ୍କ ମୃତ୍ୟୁ ଘଟିସାରିଛି । ଏହାକୁ ଦୁର୍ଷ୍ଟିରେ ରଖି ସରପଞ୍ଚ ଦିଲ୍ଲୀପ କୁମାର ବେହେରା ବଦାଙ୍ଗି ଗ୍ରାମକୁ ଆସନ୍ତା ୦୪/୦୮/୨୦ରୁ ୧୦/୦୮/୨୦ ପର୍ଯ୍ୟନ୍ତ ଅର୍ଥାତ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏ ନେଇ ସେ ଚିଠି ନମ୍ବର (୭୨/୦୩.୦୮.୨୦)ରେ ଉଲ୍ଲେଖ କରି ସ୍ତାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ : ନିଲୁ ବିଷୋୟୀ