ଛତ୍ରପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଏନ ଇରେସୁ ଆଚାରୀଙ୍କ ପରଲୋକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ବରିଷ୍ଠ ନେତା ଏନ ଇରେସୁ ଆଚାରୀ ଆଜି ଦିବା ଦୁଇ ଘଣ୍ଟା ଦଶ ମିନିଟ ସମୟରେ ପରଲୋକ ହୋଇଛି । ସେ ଚାଷୀ, ଶ୍ରମିକ ଓ ଗରୀବ ଲୋକ ମାନଙ୍କ ପାଇଁ ସଂଗ୍ରାମ କରୁଥିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଅତି ସାଧାରଣ ଭାବରେ ଜୀବନଯାପନ କରୁଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ତାଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା