ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଶାନ୍ତି ଓ ଅହିଂସାର ବାର୍ତ୍ତା

ଅହିଂସା ରେ ବ୍ରତୀ ଦୁଇ ଭାରତ ଜନନୀ ଙ୍କ ସୁଯୋଗ୍ୟ ସୁପୁତ୍ରଙ୍କ ଆଜି ଅକ୍ଟୋବର ୨ ତାରିଖରେ ପବିତ୍ର ଜନ୍ମ ଦିନ। ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଭାରତରେ ଜନ୍ମ ହୋଇ ଭାରତ ଜନନୀଙ୍କ ଅବିସ୍ମରଣୀୟ ସେବା କରି ଯାଇଛନ୍ତି। ମହାତ୍ମାଗାନ୍ଧୀଙ୍କ ଅହିଂସା ମାର୍ଗ ରେ ନୀତି ଥିଲା ଯଦି କିଏ ଏ ଗାଲକୁ ଚାପଡା ଦେଲା ତେବେ ଆର ଗାଲଟି ବି ଦେଖାଇ ଦିଅ ଯଦ୍ବାରା ତାର ରାଗ ଶାନ୍ତ ସହ ମନ ପରିବର୍ତ୍ତନ ହୋଇଯିବ। କିନ୍ତୁ ଉଚ୍ଚତାରେ କମ୍ ଥିଲେ ହେଁ ଶତ ସିଂହ ର ଅଦମ୍ୟ ସାହସ ଓ ବଳ ପୋଷଣ କରିଥିବା ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀଙ୍କ ଶାନ୍ତି ଅହିଂସା ର ମାର୍ଗ ଅଲଗା ରହିଥିଲା।ଯଦି କିଏ ତୁମ ଗାଲକୁ ମାରିଦେଲା ତେବେ ଆର ଗାଲଟି ନ ଦେଖାଇ ସିଧା ଚାପଡାର ଜବାବ ଚାପଡା ଗୋଇଠାରେ ଦେଲେ ଆଉ କେବେ ତୁମ ଉପରକୁ ଚାହିଁ ଯିବନି।ଯାହା ୧୮ ମାସର ପ୍ରଧାନମନ୍ତ୍ରୀ ତ୍ବ ସମୟରେ ଭାରତ ପାକିସ୍ଥାନ ଯୁଦ୍ଧ ରେ ଦେଖିବାକୁ ମିଳିଛି ଓ ବିଜୟର ଟୀକା ଭାରତ ଜନନୀ ଙ୍କୁ ଲଗାଇ ପାରିଥିଲେ। ଆମ ପୁତ ପବିତ୍ର ସନାତନ ଧର୍ମ ମାଟି ଉପରେ ବିଭୀଷଣ,ଜୟଚନ୍ଦ୍ର,ନମକ ହାରାମ ପରି ଚରିତ୍ର ମାନଙ୍କ ଦ୍ଵାରା ବାସ୍ତବ ଦେଶପ୍ରେମୀ ମାନଙ୍କୁ ମାରି ଶାସନ କ୍ଷମତା ଉପଭୋଗ କରିବାର ପରମ୍ପରା ମୋଗଲମାନଙ୍କ ଠାରୁ ଆରମ୍ଭ ହୋଇଗଲା। ଯାହାର ଶିକାର ଲାଲ ବାହାଦୁର ଶାସ୍ତ୍ରୀ ପରି ତ୍ୟାଗର ପ୍ରତୀକ,ଅଦମ୍ୟ ସାହାସୀ ଦେଶ ଭକ୍ତ ଙ୍କୁ ମାଟି ମାଆ କୋଳରୁ ହଟାଇ ଦିଆଗଲା।”ଜୟ ଯବାନ- ଜୟ କିଷାନ”ର ମାନସିକତା ଯିଏ ନିଜର କର୍ମ କ୍ଷେତ୍ରରେ କରି ଦେଖାଇ ଯାଇଛନ୍ତି ଓ ଇଟାର ଜବାବ ପଥରରେ ଦେଇ ଶତ୍ରୁର ମୁଁହ କଳା କରି ଦେଇଛନ୍ତି ସେ ହେଉଛନ୍ତି ପ୍ରକୃତରେ ଲୋକସେବକ ଲାଲବାହାଦୁର ଶାସ୍ତ୍ରୀ |ଆଜି october 2 ତାରିଖ ଭାରତ ଜନନୀଙ୍କ ଦୁଇ ମହାନ ପୁତ୍ରଙ୍କ ଜନ୍ମଦିନ | ଉଚ୍ଚତାରେ ଛୋଟ କିନ୍ତୁ ପରାକ୍ରମରେ ଶତସିଂହ ର ବଳ ସାହସ ଚିର ଶତ୍ରୁ ପାକିସ୍ତାନ କୁ ଦେଖାଇ ଯାଇଛନ୍ତି 1965 ର ଇଣ୍ଡୋ ପାକ ଯୁଦ୍ଧ ଭୂମିରେ | 1904ରୁ 1966, ଜାନୁଆରୀ 11 ତାରିଖ ଯାଏଁ ନିଜ ଜୀବନ ଯାତ୍ରାରେ କେବେବି ହାରିବା ଶିଖିନଥିଲେ | ଦରିଦ୍ରତା ଜୀବନର ଚଲା ପଥରେ କେବେବି ଘାତ ପ୍ରତିଘାତ ସୃଷ୍ଟି କରିପାରିନି |ଲାଲବାହାଦୁର ପଡ଼ିଯିବାକୁ ଡ଼ଙ୍ଗା ରେ ପଇସା ଦେବାକୁ ସକ୍ଷମ ନଥିଲେ ଵି ନିଜର ଇଚ୍ଛା ଶକ୍ତି ବଳରେ ପହଁରି ଗଙ୍ଗା ନଦୀ ପାର ହୋଇ ଯାଉଥିଲେ |ପ୍ରଧାନମନ୍ତ୍ରୀ କି ରେଳ ମନ୍ତ୍ରୀ ଥିବାବେଳେ କେବେ ସରକାରୀ କଳର ନିଜ ପରିବାର ପାଇଁ ବ୍ୟବହାର କରିନାହାନ୍ତି |ଏପରି ତ୍ୟାଗ ସଚ୍ଚା ହୃଦୟ କେଉଁ ନେତାଙ୍କ ଥିଲା? ନା ଯେତେଦିନ ସରକାରୀ କ୍ଷମତା ମିଳିଲା ନିଜ ପୈତୃକ ସମ୍ପତି ଭାବରେ ଉପଭୋଗ କରି ଚାଲ ହେଲା ଆମ ରାଜନୈତିକ ଦଳ ନେତାଙ୍କ ବୁଦ୍ଧି ବିଚାର |ସରକାରୀ ମାଲ ଦରିଆ ରେ ଡାଲ |ସେ ଶାନ୍ତିର ପୂଜାରୀ ଥିଲେ କିନ୍ତୁ ମାତୃଭୂମିର ଅଖଣ୍ଡତା ରେ ଆଞ୍ଚ ଆସିଲେ ଛାଡିବାକୁ ଆଦୌ ପ୍ରସ୍ତୁତ ନ ଥିଲେ| ସ୍ୱଳ୍ପ ଦିନର ଶାସନ ଆମ ପାଇଁ ଗୌରବ ଆଣି ଦେଇଥିଲେ | “ଜୟ ଯବାନ- ଜୟ କିଷାନ”ର ମାନସିକତା ଯିଏ ନିଜର କର୍ମ କ୍ଷେତ୍ରରେ କରି ଦେଖାଇ ଯାଇଛନ୍ତି ଓ ଇଟାର ଜବାବ ପଥରରେ ଦେଇ ଶତ୍ରୁର ମୁଁହ କଳା କରି ଦେଇଛନ୍ତି ସେ ହେଉଛନ୍ତି ପ୍ରକୃତରେ ଲୋକସେବକ ଲାଲବାହାଦୁର ଶାସ୍ତ୍ରୀ |ଆଜି october 2 ତାରିଖ ଭାରତ ଜନନୀଙ୍କ ଦୁଇ ମହାନ ପୁତ୍ରଙ୍କ ଜନ୍ମଦିନ | ଉଚ୍ଚତାରେ ଛୋଟ କିନ୍ତୁ ପରାକ୍ରମରେ ଶତସିଂହ ର ବଳ ସାହସ ଚିର ଶତ୍ରୁ ପାକିସ୍ତାନ କୁ ଦେଖାଇ ଯାଇଛନ୍ତି 1965 ର ଇଣ୍ଡୋ ପାକ ଯୁଦ୍ଧ ଭୂମିରେ | 1904ରୁ 1966, ଜାନୁଆରୀ 11 ତାରିଖ ଯାଏଁ ନିଜ ଜୀବନ ଯାତ୍ରାରେ କେବେବି ହାରିବା ଶିଖିନଥିଲେ | ଦରିଦ୍ରତା ଜୀବନର ଚଲା ପଥରେ କେବେବି ଘାତ ପ୍ରତିଘାତ ସୃଷ୍ଟି କରିପାରିନି |ଲାଲବାହାଦୁର ପଡ଼ିଯିବାକୁ ଡ଼ଙ୍ଗା ରେ ପଇସା ଦେବାକୁ ସକ୍ଷମ ନଥିଲେ ଵି ନିଜର ଇଚ୍ଛା ଶକ୍ତି ବଳରେ ପହଁରି ଗଙ୍ଗା ନଦୀ ପାର ହୋଇ ଯାଉଥିଲେ |ପ୍ରଧାନମନ୍ତ୍ରୀ କି ରେଳ ମନ୍ତ୍ରୀ ଥିବାବେଳେ କେବେ ସରକାରୀ କଳର ନିଜ ପରିବାର ପାଇଁ ବ୍ୟବହାର କରିନାହାନ୍ତି |ଏପରି ତ୍ୟାଗ ସଚ୍ଚା ହୃଦୟ କେଉଁ ନେତାଙ୍କ ଥିଲା? ନା ଯେତେଦିନ ସରକାରୀ କ୍ଷମତା ମିଳିଲା ନିଜ ପୈତୃକ ସମ୍ପତି ଭାବରେ ଉପଭୋଗ କରି ଚାଲ ହେଲା ଆମ ରାଜନୈତିକ ଦଳ ନେତାଙ୍କ ବୁଦ୍ଧି ବିଚାର |ସରକାରୀ ମାଲ ଦରିଆ ରେ ଡାଲ |ସେ ଶାନ୍ତିର ପୂଜାରୀ ଥିଲେ କିନ୍ତୁ ମାତୃଭୂମିର ଅଖଣ୍ଡତା ରେ ଆଞ୍ଚ ଆସିଲେ ଛାଡିବାକୁ ଆଦୌ ପ୍ରସ୍ତୁତ ନ ଥିଲେ| ସ୍ୱଳ୍ପ ଦିନର ଶାସନ ଆମ ପାଇଁ ଗୌରବ ଆଣି ଦେଇଥିଲେ | ଆମ ପୁତ ପବିତ୍ର ସନାତନ ଧର୍ମ ମାଟି ଉପରେ ବିଭୀଷଣ,ଜୟଚନ୍ଦ୍ର,ନମକ ହାରାମ ପରି ଚରିତ୍ର ମାନଙ୍କ ଦ୍ଵାରା ବାସ୍ତବ ଦେଶପ୍ରେମୀ ମାନଙ୍କୁ ମାରି ଶାସନ କ୍ଷମତା ଉପଭୋଗ କରିବାର ପରମ୍ପରା ମୋଗଲମାନଙ୍କ ଠାରୁ ଆରମ୍ଭ ହୋଇଗଲା। ଯାହାର ଶିକାର ଲାଲ ବାହାଦୁର ଶାସ୍ତ୍ରୀ ପରି ତ୍ୟାଗର ପ୍ରତୀକ,ଅଦମ୍ୟ ସାହାସୀ ଦେଶ ଭକ୍ତ ଙ୍କୁ ମାଟି ମାଆ କୋଳରୁ ହଟାଇ ଦିଆଗଲା।”ଜୟ ଯବାନ- ଜୟ କିଷାନ”ର ମାନସିକତା ଯିଏ ନିଜର କର୍ମ କ୍ଷେତ୍ରରେ କରି ଦେଖାଇ ଯାଇଛନ୍ତି ଓ ଇଟାର ଜବାବ ପଥରରେ ଦେଇ ଶତ୍ରୁର ମୁଁହ କଳା କରି ଦେଇଛନ୍ତି ସେ ହେଉଛନ୍ତି ପ୍ରକୃତରେ ଲୋକସେବକ ଲାଲବାହାଦୁର ଶାସ୍ତ୍ରୀ |ଆଜି october 2 ତାରିଖ ଭାରତ ଜନନୀଙ୍କ ଦୁଇ ମହାନ ପୁତ୍ରଙ୍କ ଜନ୍ମଦିନ | ଉଚ୍ଚତାରେ ଛୋଟ କିନ୍ତୁ ପରାକ୍ରମରେ ଶତସିଂହ ର ବଳ ସାହସ ଚିର ଶତ୍ରୁ ପାକିସ୍ତାନ କୁ ଦେଖାଇ ଯାଇଛନ୍ତି 1965 ର ଇଣ୍ଡୋ ପାକ ଯୁଦ୍ଧ ଭୂମିରେ | 1904ରୁ 1966, ଜାନୁଆରୀ 11 ତାରିଖ ଯାଏଁ ନିଜ ଜୀବନ ଯାତ୍ରାରେ କେବେବି ହାରିବା ଶିଖିନଥିଲେ | ଦରିଦ୍ରତା ଜୀବନର ଚଲା ପଥରେ କେବେବି ଘାତ ପ୍ରତିଘାତ ସୃଷ୍ଟି କରିପାରିନି |ଲାଲବାହାଦୁର ପଡ଼ିଯିବାକୁ ଡ଼ଙ୍ଗା ରେ ପଇସା ଦେବାକୁ ସକ୍ଷମ ନଥିଲେ ଵି ନିଜର ଇଚ୍ଛା ଶକ୍ତି ବଳରେ ପହଁରି ଗଙ୍ଗା ନଦୀ ପାର ହୋଇ ଯାଉଥିଲେ |ପ୍ରଧାନମନ୍ତ୍ରୀ କି ରେଳ ମନ୍ତ୍ରୀ ଥିବାବେଳେ କେବେ ସରକାରୀ କଳର ନିଜ ପରିବାର ପାଇଁ ବ୍ୟବହାର କରିନାହାନ୍ତି |ଏପରି ତ୍ୟାଗ ସଚ୍ଚା ହୃଦୟ କେଉଁ ନେତାଙ୍କ ଥିଲା? ନା ଯେତେଦିନ ସରକାରୀ କ୍ଷମତା ମିଳିଲା ନିଜ ପୈତୃକ ସମ୍ପତି ଭାବରେ ଉପଭୋଗ କରି ଚାଲ ହେଲା ଆମ ରାଜନୈତିକ ଦଳ ନେତାଙ୍କ ବୁଦ୍ଧି ବିଚାର |ସରକାରୀ ମାଲ ଦରିଆରେ ଡାଲ |ସେ ଶାନ୍ତିର ପୂଜାରୀ ଥିଲେ କିନ୍ତୁ ମାତୃଭୂମିର ଅଖଣ୍ଡତାରେ ଆଞ୍ଚ ଆସିଲେ ଛାଡିବାକୁ ଆଦୌ ପ୍ରସ୍ତୁତ ନ ଥିଲେ | ସ୍ୱଳ୍ପ ଦିନର ଶାସନ ଆମ ପାଇଁ ଗୌରବ ଆଣି ଦେଇଥିଲେ |

ଲେଖକ : ଦାମୋଦର ପାଢ଼ୀ , ଅବସରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ