କଙ୍କଡ଼ାହାଡ଼ ପଞ୍ଚାୟତକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଳକ କଙ୍କଡ଼ାହାଡ଼ ପଞ୍ଚାୟତରେ କରୋନା ପଜଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାର ଜଣାପଡିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ପୂର୍ବରୁ ୬ଦିନ ଧରି ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ଏହାକୁ ପୁଣି କଙ୍କଡ଼ାହାଡ଼ ପଞ୍ଚାୟତର ସରପଞ୍ଚ ହୃଦାନନ୍ଦ ବେହେରା ଆଉ ୩ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

ରିପୋର୍ଟ : ଶୁଭମ ପାଣି