ଓଷ୍ଟା ଜଳେଶ୍ୱର ମଣ୍ଡଳର ସଭାପତି ଓ ସଂପାଦକ ନିର୍ବାଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅବଧିର କିଛି ମାସ ପରେ ଓଷ୍ଟା ଜଳେଶ୍ୱର ମଣ୍ଡଳର ନିର୍ବାଚନ ଗତ ଶୁକ୍ରବାର ଜଳେଶ୍ୱର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ସୁକୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି- କୁଞ୍ଜବିହାରୀ ପ୍ରଧାନ, ଉପସଭାପତି-ବନ୍ଦିତା ମହାପାତ୍ର, କେଶବ ଚନ୍ଦ୍ର ପରିଡା, ହରିପଦ ସିଂହ, ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ଯୁଗ୍ମ ସଂପାଦକ ସରୋଜ କୁମାର ପାଣିଗ୍ରାହୀ, ମନୋରଂଜନ ଦତ୍ତ, ରଶ୍ମିରେଖା ଜେନା, ରାଜ୍ୟସ୍ତରୀୟ କାର୍ଯ୍ୟକାରୀ ସଦସ୍ୟଭାବେ ହରେକୃଷ୍ଣ ଜେନା, ସତ୍ୟବ୍ରତ ଶତପଥି, ଅନାଦି ବେହେରା, ଜିଲା କାର୍ଯ୍ୟକାରୀ ସଦ୍ୟ ଭାବେ କାର୍ତ୍ତିକଚନ୍ଦ୍ର ବାରିକ, ରବିନ୍ଦ୍ର ପାଳ, ଦୟାନିଧି ପ୍ରଧାନ, ସଂଜୟ କୁମାର ନାୟକ, ବିଦ୍ୟାପତି ଦେ ଓ ଉପଦେଷ୍ଟା ଭାବେ ସୁନୀଲ କୁମାର ନାୟକ, ବିନୋଦ ବିହାରୀ ମହାପାତ୍ର ଓ ପ୍ରାଣକୃଷ୍ଣ ଗିରି ନିର୍ବାଚିତ ହୋଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ।