ଏସ୍ କ୍ରିଷ୍ଣା ରାଓଙ୍କ ଦ୍ଵାଦାଶହ ଦିବସ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଗ୍ନପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୀଲିଟପେଟା ସାହି ଅବସରପ୍ରାପ୍ତ ଏନଏସସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱର୍ଗତ କ୍ରିଷ୍ଣା ରାଓଙ୍କ ଦ୍ଵାଦାଶହ ବୁଧବାର ଦିନ ନିକଟସ୍ଥ ରିଡିଙ୍ଗ୍ ରୁମ୍ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ସ୍ୱର୍ଗତ କ୍ରିଷ୍ଣା ରାଓଙ୍କ ପୁତ୍ର ଏସ୍ ରାମମହନ ରାଓ, ଝିଅ ଜୁଆଁଇ ନାତି ନାତୁଣୀ ଓ ବନ୍ଧୁ ବାନ୍ଧବ ମାନେ ଯୋଗ ଦେଇଥିଲେ । ଏହାସହ ଏହି ଅବସରରେ ପୁଲିନ୍ ପଟ୍ଟନାୟକ, ରୁଇନା ପଟ୍ଟନାୟକ, ଅଟଳ ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଭାଗିରଥି ବେହେରା ଓ କଣମଣା ସରପଞ୍ଚ ଏସ ଚକୃପାଣୀ ରେଡି, ରାମ ଚନ୍ଦ୍ର ବେହେରା, ବି. ଶ୍ରୀନୁବାସୁ, ରାବଣା ରାଓ, ଝୁଲି ବେହେରା, ରାଜେନ୍ଦ୍ର ପଲାଇ, ବସନ୍ତ କୁମାର ବେହେରା, ଚନ୍ଦ୍ର ଶେଖର ରାଓ, ବାବୁଲି ସାହୁ, ଯଗଦିସ୍ ବାବୁ, ଗୋପାଳପୁର ଏନ୍ ଏସ୍ ସି କାର୍ଯ୍ୟନିର୍ବାହୀ ଉମା ସେଠି, ନିମାଇଁ ପଣ୍ଡା, ବନଡୁ ରାଓ, ରାଜୁ, ବୁଲୁ ସେନାପତି ପ୍ରମୁଖଙ୍କ ସମେତ ବହୁ ମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ କ୍ରିଷ୍ଣା ରାଓଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା