ଏଡିଆଇଭି ଗ୍ରୁପ ତରଫରୁ ୭୩ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଟାଉନହଲରେ ଏଡିଆଇଭି (adiv)ବି ଗ୍ରୁପ ତରଫରୁ ୭୩ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି ଗ୍ରୁପର ମୁଖ୍ୟ ଆଦି ନାରାୟଣ , ସରିତା, ବାଦଲ, ଶ୍ରୀନିବାସ, ସତ୍ୟ, ମନୋଜ, ନଳିନୀ, ଯୁଗଳ, ନାରାୟଣ, ମହାଙ୍କୁଡ, ସବିତା, ସୁନିତା, ରୁପା, ପଲବୀ, ଶୃଣୁ, ବିଶ୍ୱନାଥ, ମିନି, ପ୍ରଜ୍ଞାଙ୍କ ସମେତ ବହୁ ମାନ୍ୟଗଣ ସଦସ୍ୟ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା