ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ ବସୁଆଘାଇ ଗ୍ରାମ ପଂଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭାରତ ସରକାର ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବିଜେପି ଓ ବସି ମୋର୍ଚା ଓ ଏକତା ଟ୍ରଷ୍ଟ ର ମିଳିତ ସହଯୋଗ ରେ ବସୁଆଘାଇ ଗ୍ରାମ ପଂଚାୟତ ର ବଙ୍କୁଆଳ ଗ୍ରାମ ରେ ଚାରି ସହ ରୁ ଅଧିକ ଯୁବକ ଓ ଯୁବତୀ ମାନଙ୍କୁ ସାମିଲ କରି ଏକତା ଟ୍ରଷ୍ଟ ଅଧ୍ୟକ୍ଷ ଇଂ ଦୀପ୍ତି ରେଖା ପଟନାୟକ ଙ୍କ ନେତୃତ୍ୱ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା, ଏହି କାର୍ଯ୍ୟକ୍ରମ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ସମର୍ପଣ କରାଯାଇ ଥିଲା ଯାହା ଭାରତ ବର୍ଷ ର ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ କାର୍ଯ୍ୟାଖେମ କରାଯାଇଥିଲ l ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ଓବିସି ମୋର୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖା ଶ୍ରୀ ସାମନ୍ତ ସିଂହାର, ଏକତା ଟ୍ରଷ୍ଟ ପରିଚାଳନା କରୁ ଥିବା ଟ୍ରଷ୍ଟି ତଥା ରାଜ୍ୟ ବିଜେପି ଓବିସି ମୋର୍ଚା ର ସ୍ଵନ୍ତତ୍ର ନିମନ୍ତ୍ରିତ ଅତିଥି ଶ୍ରୀ ରବି ମହାରଣା ଙ୍କ ସମେତ ଏକତା ଟ୍ରଷ୍ଟ ର ସଦ୍ୟସ ବବିତା ଜେନା, ଦିବ୍ୟ ଭାରତୀ ଜେନା, ସସ୍ମିତା ସାହୁ, ରଶ୍ମିତା ପଣ୍ଡା ଓ ରାଜନୀବାଳା ଦାସ ଓ ଗ୍ରାମ ବlସି ଙ୍କ ତରଫରୁ ଶ୍ରୀ ସୁନୀଲ କୁମାର ସ୍ୱାଇଁ ନେତୃତ୍ୱ ରେ ଗ୍ରାମ ବସି ମାନେ ଶ୍ରମଦାନ ଦେଇ ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର