ଆନ୍ଧ୍ରର ରାଜ୍ୟ ବିଜେପି ସଭାନେତ୍ରୀ ହେଲେ ଡ଼ି. ପୁରୁନ୍ଦେଶ୍ଵରୀ : ତେଲେଙ୍ଗାନା,ଝାଡ଼ଖଣ୍ଡ,ପଞ୍ଜାବରେ ବି ନୁଆଁ

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଆଜି ଆନ୍ଧ୍ରା ପ୍ରଦେଶର ବିଜେପି ଦଳର ସଭାନେତ୍ରୀ ରୂପେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବରିଷ୍ଟ ନେତ୍ରୀ ଡ଼ି. ପୁରୁନ୍ଦେଶ୍ଵରୀଙ୍କୁ ନିଯୁକ୍ତି ମିଳିଥିବା ସେ ଓଡ଼ିଶା ପ୍ରଭାରୀ ଦାଇତ୍ୱ ଛାଡ଼ିବେ କି ନାହିଁ ଘୋଷଣା ହୋଇନାହିଁ I ସେହିପରି ତେଲେଙ୍ଗାନା ରାଜ୍ୟ ପାଇଁ ଜି କ୍ରିଷ୍ଣା ରେଡ଼ିଙ୍କୁ ସଭାପତି ନିଯୁକ୍ତି ମିଳିଥିବା ବେଳେ ଝାଡ଼ଖଣ୍ଡର ପୂର୍ବତନ ମୂଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଦଳର ଝାଡ଼ଖଣ୍ଡ ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି I ପଞ୍ଜାବ ରାଜ୍ୟ ସଭାପତି ଭାବେ ସୁନୀଲ ଜାକରଙ୍କୁ ନିଯୁକ୍ତି କରାଯାଇଛି I

New Delhi (Samrudha Odisha ) Shri G Kishan Reddy has been appointed as the BJP president of Telangana, D Purandeshwari as the state president of Andhra Pradesh, former CM Babulal Marandi is the new state president of Jharkhand and Sunil Jakhar is the new party state president of Punjab.