![](https://i0.wp.com/www.samrudhaodisha.com/wp-content/uploads/2024/01/download-1-1.jpg?resize=264%2C191&ssl=1)
ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସରକାର ଆଉ ୬ ମାସ ଚାକିରୀ କାର୍ଯ୍ୟକାଳ ବଢ଼ାଇଛନ୍ତି । ଡିସେମ୍ବର ୩୧ ତାରିଖରେ ଥିଲା ତାଙ୍କର ଅବସର ଗ୍ରହଣର ଶେଷ ତାରିଖ । କିନ୍ତୁ ସରକାର ତାଙ୍କ ଚାକିରୀ କାର୍ଯ୍ୟକାଳ ୬ ମାସ ବଢ଼ାଇଥିବାରୁ ଆଗାମୀ ଜୁନ ୩o ରେ ସେ ଅବସର ଗ୍ରହଣ କରିବେ ।