Breaking News

Day: 24 March 2021

ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

March 24, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଛତ୍ରପୁରରେ ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁ ସ୍ମାରକୀ ଓ ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ପୋଲିସ୍ ପଡିଆରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସର ଉଦଘାଟନୀ ମ୍ୟାଚ୍ ଗଞ୍ଜାମ ସହ କୋରାପୁଟ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । କୋରାପୁଟ […]

Read More

ୟୁଜର୍ସ ଫି ବିରୋଧରେ ଜିଲାପାଳଙ୍କୁ ଦାବିପତ୍ର…

March 24, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟି ରେ ନୂତନଭାବେ ଲାଗୁ କରାଯାଇଥିବା ୟୁଜର୍ସ ଫି ବିରୋଧରେ ସ୍ୱରଉତ୍ତଳନ ଆରମ୍ଭ ହୋଇଛି । କରୋନା ସମୟରେ ଲୋକଙ୍କ ଆର୍ଥୀକ ମେରୁଦଣ୍ଡ ଭାଂଗି ଯାଇଥିବା ବେଳେ ଲୋକଙ୍କ ଉପରେ ବୋଝ ଉପରେ ଲଳିତାବିଧା ସଦୃଶ ଏହି ୟୁଜର୍ସ ଫିକୁ ଲାଗୁ ନ କରିବାଲାଗି ଆଜି ବୁଧବାର ଭାରତୀୟ ଜନତାପାର୍ଟୀ ପକ୍ଷରୁ ଏକ ଦାବିପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କ ମାଧ୍ୟମରେ ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । […]

Read More

ସ୍କୁଲ ଘର ନିର୍ମାଣରେ ଦୁର୍ନିତୀ : ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ…

March 24, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବିଭିନ୍ନ କାର୍ଯ୍ୟରେ ବାରମ୍ବାର ଅନିୟମିତତା, ଦୁର୍ନିତୀର ଅଭିିଯୋଗ ହୋଇ ଆସୁୁଛିି । ନିକଟରେ ଏକ ଆବାସଘର ନିର୍ମାଣରେ ୯୦ହଜାର ଟଙ୍କା ହଡପ ହୋଇଥିଲା । ଏବେ ବ୍ଳକର ଦେବକୁମାର ପଞ୍ଚାୟତର ଗୌରଦେଇ ପାଟଣା ଗ୍ରାମରେ ଥିବା ସ୍କୁଲଘର ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଗ୍ରାମବାସୀ, ବିିଦ୍ୟାଳୟ ଆଲୁୁମିନି ଓ ପରିଚାଳନା କମିଟି ଅଭିଯୋଗ କରିଛନ୍ତି । ସ୍କୁଲ ଘର ଲାଗି ୫ଲକ୍ଷ୩୦ ହଜାର ଟଙ୍କା ବ୍ୟୟବରାଦ ହୋଇଥିବା […]

Read More

ରାଜନଗରବାସୀଙ୍କ ଦୁଃଖ ସୁବର୍ଣ୍ଣରେଖାର ନଦୀଖାଳ : ପ୍ରଶାସନ ଦୃଷ୍ଟି ଦେବାକୁ ଦାବି…

March 24, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ରାଇବଣିଆର ଆଦିବାସୀ ବହୁଳ ରାଜନଗର ଗ୍ରାମକୁ ପୂର୍ବ ଓ ଉତ୍ତରପଟୁ ସୁବର୍ଣ୍ଣରେଖା ନଦୀ ଘେରି ରହିଛି । ନଦୀଟି ପଶ୍ଚିମବଂଗରୁ ପ୍ରଥମେ ଓଡିଶାର ରାଜନଗର ଗାଁର ବିଳାସପୁର ମୌଜା ମଧ୍ୟଦେଇ ୧୦ କିମି ଗତକରି ସମୁଦ୍ର ସହିତ ମିଶିଛି । ଏହି ମୌଜାର ପ୍ରାୟ ୪୦୦ଏକର ଚାଷଜମି ନଦୀ ଗର୍ଭରେ ଲିନ ହୋଇଛି । ଗ୍ରାମର ଅବଶିଷ୍ଟ ୫୦ଏକର ଚାଷ ଜମିକୁ ଯିବାଲାଗି ଏକ ନଦୀଖାଳ […]

Read More

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ…

March 24, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୩ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ପକ୍ଷରୁ ବିଜୁ ପଟ୍ଟନାୟକ ସଂସ୍କୃତ ଭବନ ପରିସରରେ ଅନୁଷ୍ଠିତ କରାଯାଇଛି । ପ୍ରଥମ ଦିନରେ ଓଡ଼ିଶା ନାଟକ ସମାରୋହ ସମିତି ପକ୍ଷରୁ “ଗାନ୍ଧିଙ୍କ ଓଡ଼ିଶା” ନାଟକ ମଞ୍ଚସ୍ଥ ହୋଇଛି । ଯାହାର ନାଟ୍ୟକାର ଅଛନ୍ତି ଶଙ୍କର ତ୍ରିପାଠୀ । ନାଟକକୁ ରାଜୁ ପାଢ଼ୀ ନିର୍ଦ୍ଦେଶନା ଦେଇଥିବାବେଳେ ସହ ନିର୍ଦ୍ଦେଶକ ଭାବେ ରବି ନାରାୟଣ […]

Read More

କୋଭିଡ଼ ଯୋଦ୍ଧା ସମ୍ମାନୀତ ହେଲେ କୁକୁଡ଼ାଖଣ୍ଡି ସରପଞ୍ଚ…

March 24, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ସମାପନ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ତଥା ଦକ୍ଷତା ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ତେବେ କୁକୁଡାଖଣ୍ଡି ପଞ୍ଚାୟତର ସରପଞ୍ଚ ଅଦଲ ଚେନେୟାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବରେ କୋଭିଡ଼ ଯୋଦ୍ଧା ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ଉପଢୌକନ ପୁଷ୍ପମାଲ୍ୟ ସହ ସମ୍ମାନ ପତ୍ର ପ୍ରଦାନ ପୂର୍ବକ ତାଙ୍କୁ ସମ୍ମାନିତ କରାଯାଇଥିଲା […]

Read More

ଇ.ପି.ଏଫ. ପେନସନଧାରୀ ସଂଘର ବାର୍ଷିକ ସମ୍ମିଳନୀ…

March 24, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଇ.ପି.ଏଫ. ପେନସନ ଆସୋସିଏସନର ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଆସିକା ନିକଟସ୍ଥ ମା’ କରଂଜେଇ ଠାକୁରାଣୀଙ୍କ ପୀଠରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଇ.ପି.ଏଫ.ପେନସନଧାରୀମାନଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଆଧାରରେ ସମସ୍ତଙ୍କୁ ବର୍ଦ୍ଧିତ ପେନସନ ଏବଂ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାକୁ ପେନସନଧାରୀ ମାନେ ଦାବି କରିଛନ୍ତି । ଏହା ସହିତ ପେନସନଧାରୀଙ୍କୁ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ […]

Read More

Please Visit to http://www.specialopinion.in

Got it!
X