Day: 18 October 2020

ସମ୍ଭାବ୍ୟ ବନ୍ୟା ପାଇଁ ସତର୍କ ସୂଚନା ଘୋଷଣା କଲା ଭଞ୍ଜନଗର ଏନଏସି : ଛଡ଼ାଗଲା ଜଳ ଭଣ୍ଡାର ପାଣି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭାରତୀୟ ପାଣିପାଗ ବିଭାଗର ସୂଚନା ପ୍ରକାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୨ ଦିନ ଧରି

ବଳରାମପୁର ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ବିଜୁ ଜନତା

ବାସୁଳିଆ ଆଦିବାସୀ ସାହିରେ କୁନି ପିଲାଙ୍କୁ ନୂତନ ବସ୍ତ୍ର ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କାର୍ତ୍ତକ ମାସର ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ଗରିବ ଲୋକଙ୍କୁ ବସ୍ତ୍ରଦାନ କଲେ ପୂର୍ଣ୍ଣଫଳ ମିଳିଥାଏ । ଏହି ନ୍ୟାୟରେ ମାନସ ରଂଜନ

୬୦ନଂ ରାଜପଥରେ ଓଲଟିଲା ଡମ୍ପର : ଡ୍ରାଇଭର ଫେରାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ହସ୍‌ପିଟାଲ ସ୍ଲିପ ରୋଡ ଠାରେ ଏକ ଡମ୍ପର ଓଡି୦୧ଜେଡ୍‌-୨୬୦୦ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ।

ସିପିଏମ୍‌ର ଶତବର୍ଷ ପୂର୍ତ୍ତୀ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଠିକ୍ ୧୦୦ ବର୍ଷ ପୂର୍ବରୁ ଏପରି ଅକ୍ଟୋବର ୧୭ ତାରିଖରେ ତାସକେଣ୍ଟଠାରେ ବ୍ରିଟିସ୍ ପୋଲିସ୍‌କୁ ଚକମା ଦେଖାଇ ଭାରତ ପଳାଇ ଆସିଥିବା କିଛି ଯୁବକ ଗଠନ

ପଟଲାମପୁରରେ କରୋନା ଜନସଚେତନତା କାର୍ଯ୍ୟକ୍ରମ: ଲୋକଙ୍କୁ ବିଜେଡିର ମାକ୍ସ ବଣ୍ଟନ …

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ

ବିପ୍ଲବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାନ ବିପ୍ଲବୀ ତଥା ଗଡ଼ଜାତ ଗାନ୍ଧୀଙ୍କ ଜୟନ୍ତୀ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡ଼ିସିସି ପ୍ଲେ ସ୍କୁଲ ଠାରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ

ଛତ୍ରପୁରର ଦୁଇ ଦୁଃସାହାସିକ ଫାୟର ମ୍ୟାନଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ଭାସିଯାଉଥିବା ଛତ୍ରପୁର ବ୍ଳକ ମୁନିଷିପେଣ୍ଠ ଗ୍ରାମର ବାବୁଲା ବେହେରାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାର ଦୁଃସାହସ ଦେଖାଇଥିବା

ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଲୋଚନା ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକ ପରିବାରଙ୍କ

ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ବିଧାୟକ ରମେଶ ଜେନା ନିଯୁକ୍ତ : ଜିଲ୍ଲାରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ ସମ୍ଭାବନା…

ଭୁବନେଶ୍ୱର / ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶର ଏକ ମାତ୍ର ପୁରୁଣା ରାଜନୈତିକ ଦଳ ‘ଅଖିଳ ଭାରତ କଂଗ୍ରେସ କମିଟି’ ଜାତୀୟ ସଭାନେତ୍ରୀ  ସୋନିଆ ଗାନ୍ଧୀ ଓ ଯୁବରାଜ ରାହୁଲ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି : ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତାକାଲି ଅର୍ଥାତ ୧୯ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୦ତାରିଖ ଭିତରେ ଏହା ଅଧିକ ଘନୀଭୂତ ହୋଇ ପ୍ରବଳ