ସମିତିସଭ୍ୟ ପାଇଁ ରୁପାଲି କଲେ ପାର୍ଥି ପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଳକ ସମିତି ସଭ୍ୟ ପାଇଁ ପଡାପଦର ରୁପାଲି ନାୟକ ସୂ ସଂଗ୍ରାମ ଆଜି ଛତ୍ରପୁର ବ୍ଳକକୁ ନିଜର ସମର୍ଥନଙ୍କୁ ନେଇ ବ୍ଲକ ବିଡିଓ ଶାରଦା ପ୍ରଶ୍ନ ପଣ୍ଡାଙ୍କ ନିକଟରେ ପାର୍ଥି ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ପୁର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସୁଷମା ଦାସ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା