ରେଳ ଦୁର୍ଘଟଣା ଯୋଗୁଁ ମାଗଣାରେ ଯାତ୍ରୀବାହୀ ବସ ଦେଲେ ଓଡିଶା ସରକାର …

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ମାଗଣାରେ ଯାତ୍ରୀବାହୀ ବସ ଯୋଗାଇଲା ଓଡିଶା ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ। ମାଗଣା ଯାତ୍ରୀ ନେଇ ଗଡ଼ିଲା ୫୯ଟି ବସ। ପୁରୀରୁ ୨୦ଟି, ଭୁବନେଶ୍ୱରରୁ ୨୩ଟି କଟକରୁ ୧୬ଟି ବସ ଯାତ୍ରୀ ନେଇ କଲିକତା ଯାଉଛି ।