ମୋହନା ନିର୍ବାଚନ ମଣ୍ଡଳୀର ଆର ଉଦୟଗିରୀ ବ୍ଲକରେ କର୍ମୀ ସମ୍ମୀଳନୀ…

ମୋହନ (ସମୃଦ୍ଧ ଓଡିଶା) ମୋହନା ନିର୍ବାଚନ ମଣ୍ଡଳୀର ଆର ଉଦୟଗିରୀ ବ୍ଲକରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀ ନବ ନିର୍ବାଚିତ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ବହୁ କର୍ମୀ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା