“ମା ମାଳିଝୋଳା ୟୁଥ ଆସୋସିଏସନ” ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା ଏନଏସି ବାଲିପିଣ୍ଡି ସାହି ମିନି ଷ୍ଟାଡିୟମ ଠାରେ “ମା ମାଳିଝୋଳା ୟୁଥ ଆସୋସିଏସନ” ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ବୁଗୁଡା ଏନଏସି ସଭାପତି, ପୂର୍ବତନ ଉପାଧ୍ୟକ୍ଷ, କାଉନସିଲରଙ୍କ ସମେତ ବହୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା