ବ୍ରହ୍ମପୁର ସହରରେ ଉତ୍କଳ ଦିବସ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଉତ୍କଳ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ କରାଯାଇଛି ।