ବ୍ରହ୍ମପୁର ପୌର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ ହୋଇଥିବା ସୂଚନା !

ବ୍ରହ୍ମପୁର(ସମୃଦ୍ଧଓଡିଶା) ବ୍ରହ୍ମପୁର ପୌର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ଏବେ ଏବେ ବୋମାମାଡ ହୋଇଥିବା ସୂଚନା ମିଳିଛି I