ବିବାହ କରିବେ ରାହୁଲ ଗାନ୍ଧୀ ? କେବେ,କାହାକୁ ,କିଏ ତାଙ୍କ ପାଇଁ ଯୋଗ୍ୟ….

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ବିବାହ କରିବେ ରାହୁଲ ଗାନ୍ଧୀ ? କେବେ,କାହାକୁ ,କିଏ ତାଙ୍କ ପାଇଁ ଯୋଗ୍ୟ ? ସେ ସେଇ ସାରା ଦେଶରେ ଖୁବ ଜୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହେବା ବି ସ୍ଵଭାବିକ । ଦେଶରେ ଆବାଳ ବୃଦ୍ଧ ସୋଶିଆଲ ମିଡିଆରେ କିଛି ଦିନ ତଳେ ରାୟବରେଲି ସଦରର ବିଧାୟକ ଅଦିତି ସିଂହଙ୍କ ପରିବାର ସଦସ୍ୟଙ୍କ ସହ ବନିତା କିଏ ନ ଜାଣିଛି ରାହୁଲ ଗାନ୍ଧୀଙ୍କୁ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ  ଫଟୋ ସହ ରାୟବରେଲି ସଦରର ବିଧାୟକ ଅଦିତି ସିଂହଙ୍କ ଫୋଟ ଭାଇରାଲ ହୋଇଥିଲା । ଏହି ଫଟୋରେ ଲେଖା ଯାଇଥିଲା ଯେ ଏହା ନିର୍ବନ୍ଧ ତାରିଖ ସ୍ଥିର ହେବା ପରର ଫଟୋ । କିନ୍ତୁ ଏହାକୁ ଅଦିତି ସିଂହ ଏକ ଗୁଜବ ବୋଲି କହିଥିଲେ । ସୋଶିଆଲ ମିଡିଆରେ ଖବର ଆସିଥିଲା ଯେ ରାହୁଲ ଗାନ୍ଧୀଙ୍କ ବିବାହ ରାୟବରେଲି ସଦରର ବିଧାୟକ ଅଦିତି ସିଂହଙ୍କ ସହ ଫିକ୍ସ ହୋଇଯାଇଛି। ଅଦିତି ସିଂହ ଟ୍ବିଟ କରି ରାହୁଲ ଗାନ୍ଧୀଙ୍କ ସହ ନିର୍ବନ୍ଧ ଖବରକୁ ଗୁଜବ ବୋଲି କହିଛନ୍ତି। ଅଦିତି ଆହୁରି ମଧ୍ୟ କହିଛନ୍ତି ଯେ,ରାହୁଲ ଗାନ୍ଧୀ ତାଙ୍କ ଭାଇ ପରି,ସେ ତାଙ୍କୁ ରାକ୍ଷୀ ବାନ୍ଧନ୍ତି। ଏହି ଖବର ଭାଇରାଲ ହେବାର କାରଣ ହେଉଛି ଗୋଟିଏ ଫଟୋ। ଏହି ଫଟୋରେ ରାହୁଲ ଏବଂ ଅଦିତିଙ୍କ ପରିବାର ଲୋକେ ଏକାଠି ନଜର ଆସିଛନ୍ତି। ଏହି ଫଟୋ ସୋଶିଆଲ ମିଡିଆରେ ଆସିବା କ୍ଷଣି ଲୋକେ ଏମାନଙ୍କ ବିବାହ ଖବରକୁ ନେଇ ଗୁଜବ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଏବେ ଯାଏଁ ଏହି ଖବର ସ୍ପଷ୍ଟ ହୋଇ ନ ଥିବା ବେଳେ ଗାନ୍ଧୀ ପରିବାରର ଯୁବରାଜ ରାହୁଲ ଗାନ୍ଧୀ ବିବାହ କରିବେ ନା ନାହିଁ ।  

ରିପୋର୍ଟ : ସୁଧାଂଶୁ କୁମାର