ବିପିନ୍ ରାଓତ ଓ ବୀର ଜବାନଙ୍କ ଅକାଳ ବିୟୋଗରେ ମହମବତୀ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ସେନାମୁଖ୍ୟ ଜେନେରାଲ ବିପିନ୍ ରାଓତ ଓ ୧୨ଜଣ ଜବାନରେ ଅକଳ ବିୟୋଗରେ ଦେଶ ମ୍ରିୟମାଣ । ତେଣୁ ବିଭିନ୍ନ ସ୍ଥାନରେ ବୀର ସହିଦ୍ ଜବାନ ପ୍ରତି ସମ୍ମାନ ପ୍ରଦାର୍ଶନ ତଥା ଶୋକ ସଭା ମାନ ଅନୁଷ୍ଠିତ ହୋଇ ଆସୁଛି । ଜଳେଶ୍ୱର ଷ୍ଟେସନ ବଜାରଠାରେ ବିଜୁ ଯୁବ ଓ ଛାତ୍ରଜନତା ଦଳ ପକ୍ଷରୁ ଏହି ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଓ ଶୋକ ପାଳନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ବୋଲି ଯୁବ ସଭାପତି ଆନନ୍ଦ କର ଜଣାଇଛନ୍ତି ।

ରିପୋର୍ଟ : ଭୂପତି ପରିଡା