ବାଲିପଦର ମହୋତ୍ସବ “କୃଷ୍ଣସାର” ଉଦଯାପନ ଦିବସରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ନାଗରିକ…

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠ ଠାରେ ବାଲିପଦର ମହୋତ୍ସବ “କୃଷ୍ଣସାର” ଉଦଯାପନ ଦିବସରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବାଲିପଦର ମହୋତ୍ସବ କମିଟିର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା