ଫାଲକନାମା ଟ୍ରେନ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ରହ୍ମପୁର ଯାତ୍ରୀଙ୍କ ଦୁର୍ଦଶା

ସିକନ୍ଦରାବାଦ(ସମୃଧଓଡିଶା) ଗତ ୭ ତାରିଖରେ ଦିନ ୧୧ଟା ବେଳେ ହାୱଡା ସିକନ୍ଦରାବାଦ ସୁପରଫାଷ୍ଟ ଟ୍ରେନ ସିକନ୍ଦରାବାଦ ଯାଉଥିବା ବେଳେ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା I ଏହି ଟ୍ରେନରେ 4 ନମ୍ବର ବଗିରେ ବ୍ରହ୍ମପୁର ନିବାସୀ କାମାପଲ୍ଲୀର ଏସ ରାମୁ ଆଚରି , ସ୍ତ୍ରୀ ସାରଦା ଆଚରି ଓ ଝିଅ ଏସ ବନିତା ଆଚରି ସିକନ୍ଦରାବାଦ ଯାଉଥିଲେ I ପହଞ୍ଚିବାକୁ ଆଉ ମାତ୍ର ୪୫ ମିନିଟ ଥିବା ବେଳେ ଟ୍ରେନରେ ନିଆଁ ଲାଗି ଯାଇଥିଲା I ଝିଅର ଚାକିରୀ ପାଇଁ ଏକ ସାକ୍ଷାତକାରରେ ଯୋଗଦେବା ପାଇଁ ସେମାନେ ଯାଉଥିଲେ I ହଠାତ ଓହ୍ଳାଇ ନ ପରିବା ଫଳରେ ତାଙ୍କର ଦୁଇଟି ଆଟାଜ ଦୁଇଟି ବ୍ୟାଗ ସହ ଆଟାଜରେ ଥିବା ଦଶ ହଜାର ଟଙ୍କାର ଏକ ବ୍ୟାଣ୍ଡଲ ଓ ଝିଅର ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ ପୋଡି ନଷ୍ଟ ହୋଇଯାଇଛି I ଫଳରେ ସେ ଝିଅ ସାକ୍ଷାତକାରରେ ଯୋଗ ଦେଇ ନ ପାରି ଫେରିଛି I ସେ କ୍ଷତିପୂରଣ କେମିତି ପାଇବ ରେଳବାଇ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହୋଇଛି I

సికింద్రాబాద్ (సమృద్ధోదిశ) గత 7వ తేదీ ఉదయం 11:00 గంటలకు హౌరా సికింద్రాబాద్ సూపర్‌ఫాస్ట్ రైలు సికింద్రాబాద్‌కు వెళ్తుండగా నిర్మానుష్య ప్రదేశంలో అగ్నిప్రమాదం జరిగింది.బెర్హంపూర్ నివాసి ఎస్.రాము ఆచారి, భార్య సర్దా ఆచారి, కుమార్తె ఎస్.బనితా ఆచారి ఈ రైలులోని 4వ కంపార్ట్‌మెంట్‌లో ఉన్న కామపల్లికి చెందిన వారు సికింద్రాబాద్‌కు వెళుతున్నారు.కేవలం 45 నిమిషాల తర్వాత రైలులో మంటలు చెలరేగాయి.అమ్మాయి ఉద్యోగానికి ఇంటర్వ్యూకు హాజరయ్యేందుకు వెళుతుండగా.. ఫలితంగా ఆమె రెండు బ్యాగులు, రెండు బ్యాగులు, ఒక కట్ట పది వేల రూపాయలతో పాటు బాలిక విద్యార్హత సర్టిఫికెట్లు దగ్ధమయ్యాయి.ఇంటర్వ్యూకు హాజరుకాకుండానే తిరిగొచ్చారు.అతనికి పరిహారం ఎలా వస్తుంది.. రైల్వే అధికారులు వెంటనే పరిశీలించాలని కోరారు.

Secunderabad (Samrudh odisha) On the last 7th at 11:00 a.m. when the Howrah Secunderabad Superfast train was going to Secunderabad, a fire broke out in a deserted place. S. Ramu Achari, wife Sarda Achari and daughter S. Banita Achari of Berhampur resident of Kamapalli in compartment 4 of this train were going to Secunderabad. Only 45 minutes later, the train caught fire. They were on their way to attend an interview for the girl’s job. As a result, her two bags, two attages, a bundle of ten thousand rupees and all the educational certificates of the girl were burnt. Returned without attending the interview. How will he get the compensation? Railway authorities are requested to look into it immediately.

सिकंदराबाद (समृधोदिशा) पिछले 7 तारीख को सुबह 11:00 बजे जब हावड़ा सिकंदराबाद सुपरफास्ट ट्रेन सिकंदराबाद जा रही थी, तभी एक सुनसान जगह पर आग लग गई. बरहामपुर निवासी एस. रामू अचारी, पत्नी सारदा अचारी और बेटी एस. बनिता अचारी इस ट्रेन के डिब्बे 4 में कामापल्ली के निवासी सिकंदराबाद जा रहे थे। 45 मिनट बाद ही ट्रेन में आग लग गई। वे लड़की की नौकरी के लिए साक्षात्कार में शामिल होने जा रहे थे। परिणामस्वरूप उसके दो बैग, दो बैग, एक बंडल जलकर राख हो गए। दस हजार रुपये और लड़की के सभी शैक्षणिक प्रमाण पत्र जल गये। साक्षात्कार में शामिल हुए बिना लौट आये। उन्हें मुआवजा कैसे मिलेगा? रेलवे अधिकारियों से अनुरोध है कि वे तुरंत इस पर ध्यान दें।