ପିତଳ ଗସ୍ତରେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପିତଳ ଗସ୍ତ କରିଥିବା ଜଣାପଡିଛି । ଜିଲ୍ଲାପାଳ ଶେରଗଡ଼ ବ୍ଲକର ପିତଳ ପଞ୍ଚାୟତ ଗସ୍ତରେ ଆସି ଏମଜିଏନଆରଇଜିଏସ୍ ରେ ନିର୍ମିତ ଗୁହାଳ, ପରିଦର୍ଶନ କରିବା ସହ ଡିଡିୟୁଜିକେୱାଇପି ତଳ ହାଇସ୍କୁଲରେ ଅନୁଷ୍ଠିତ ଶିବିରରେ ଯୋଗଦାନ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ସାରସ ସ୍ୱାଇଁ ଓ ବିଡିଓ ସୁରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।