ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର(ସମୃଦ୍ଧ ଓଡିଶା)ଆଜି ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବୀକୁ ସହାନଭୂତି ସହ ବିଚାର କରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।(ଗଞ୍ଜାମଜିଲ୍ଲାରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ)