ଢେଙ୍କାନାଳରେ ଫୁଲୱମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜାମୁ କାଶ୍ମୀର ଫୁଲୱମାରେ ଘଟିଥିବା ଆତଙ୍କବାଦି ଆକ୍ରମଣକୁ ବର୍ଷେ ପୂର୍ତ୍ତି ଅବସରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ସାଇ ପରିବାର ପିଙ୍ଗୁଆ ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜ୍ଞାନ ରଂଜନ ସିଂହ, ଦୀପକ କୁମାର ବାରିକ, ସିପୁନା ବାରିକ, ସନ୍ତୋଷ କୁମାର ଷଡଙ୍ଗୀ, ସଂଗ୍ରାମ ମିଶ୍ର, ବିଧୂଭୂଷଣ ସ୍ଵାଇଁ, ପ୍ରଭାତ କୁମାର ସେଠୀ, ବାପି ସାହୁ, ପ୍ରତାପ ରଂଜନ ସାହୁ, ଯୁଗୋଳ କିଶୋର ବେହେରା, ରାଜା ବାରିକ ପ୍ରମୁଖଙ୍କ ସମେତ ସାଇ ପରିବାର ପିଙ୍ଗୁଆର ବହୁ ସଦସ୍ୟ ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରିପୋର୍ଟ : ଶୁଭମ ପାଣି