ଗୋକର୍ଣ୍ଣପୁର ଆରଏସଏସ ତରଫରୁ “ସ୍ୱଦେଶୀ କାଢା”ର ନିଃଶୁଳ୍କ ସେବା ପ୍ରଦାନ…

ଗୋକର୍ଣ୍ଣପୁର (ସମୃଦ୍ଧ ଓଡିଶା) ଗୋକର୍ଣ୍ଣପୁର ଆରଏସଏସ(RSS) ତରଫରୁ “ସ୍ୱଦେଶୀ କାଢା”ର ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି । କୋରୋନା ସହିତ ଲଢ଼ିବା ପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସ୍ୱଦେଶୀ କାଢ଼ା ବହୁତ୍ ଲାଭ ଦାୟକ ଅଟେ । ଆରଏସଏସ(RSS)ର ସ୍ଵୟଂ ସେବକମାନେ ନିରନ୍ତର ସେବା ଯୋଗାଇ ଚାଲିଛନ୍ତି । ବାଟରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ନିଃଶୁଳ୍କ ଜଳପାନର ବନ୍ଦୋବସ୍ତ ସେବା ଯୋଗେଇ ଦିଆଯାଉଥିବା ଜଣାପଡିଛି ।

ରିପୋର୍ଟ : ଅମିତାଂଶୁ ପଟ୍ଟନାୟକ