ଏଚ୍‌ଏମ୍‌ଏସ୍ ରାଜ୍ୟ ଉପସଭାପତି ରବି ରଥଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ଶାଖାର ନବ ନିର୍ବାଚିତ ଉପସଭାପତି ତଥା ବରିଷ୍ଠ ଶ୍ରମିକ-କର୍ମଚାରୀ ନେତା ରବି ରଥଙ୍କୁ ଏଚ୍‌ଏମ୍‌ଏସ୍ ସହବନ୍ଧିତ ସଂଗଠନ ମାନଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେ ।ଇଯାଇଛି । ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ବର୍ଦ୍ଧନା ଉତ୍ତରରେ ଶ୍ରୀ ରଥ କହିଥିଲେ ଏଚ୍‌ଏମ୍‌ଏସ୍ ସଂଗଠନକୁ ରାଜ୍ୟରେ କ୍ରିୟାଶୀଳ କରିବା ପାଇଁ ଜେ ।ରଦାର ଉଦ୍ୟମ କରାଯିବ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଶ୍ରମିକ ଓ କର୍ମଚାରୀ ବିରେ ।ଧୀ ଅ ।ଇନକୁ ପ୍ରତ୍ୟାହାର କରିବା ଯାଏ କେନ୍ଦ୍ରୀୟ ସଂଗଠନମାନେ ଯେଉଁ ଅ ।ନ୍ଦେ ।ଳନର ଡ଼ାକରା ଦେଇଛନ୍ତି ତାହାକୁ ସଫଳ କରିବାକୁ ଅ ।ହ୍ୱାନ ଦେଇଥିଲେ । ଏହି କାଯର୍‌ୟକ୍ରମରେ ଜିଲା ସାମ୍ବାଦିକ ସଂଘ, ମେହେନ୍ତର ସଂଘ, ରେଳବାଇ କର୍ମଚାରୀ ସଂଘ, ପଟ୍ଟାରିକ୍ସା, ନିର୍ମାଣ ଶ୍ରମିକ ସଂଘର ପ୍ରତିନିଧିଙ୍କ ସମେତ ମେଡିକାଲ କର୍ମଚାରୀ ସଂଘ ଉପଦେଷ୍ଟା ଲାଲୁମେ ।ହନ ବେହେରା, ଗଞ୍ଜାମ ଜିଲା ମେଡିକାଲ କର୍ମଚାରୀ ସଂଘ ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ରାଜ୍ୟ ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ନାଥ ନାୟକ, ନିର୍ମାଣ ଶ୍ରମିକ ନେତା ସତ୍ୟ ନାରାୟଣ ତ୍ରିପାଠୀ, ଗଞ୍ଜାମ ଜିଲା ସାମ୍ବାଦିକ ସଂଘ ସଭାପତି ରାକେଶ ଷଡ଼ଙ୍ଗୀ, ସୁଶାନ୍ତ କର, ପବିତ୍ର ଚୌଧୁରୀ, ଦଳିତ ସଂଗଠନ ସଭାପତି ପଦ୍ମଚରଣ ନାୟକ, ଟୁନା ଜେନା, ସନ୍ତେ ।ଷ କୁମାର ପଣ୍ଡିତ, କେଶବ ନାୟକ, ଚନ୍ଦ୍ରୁ ପାତ୍ର, ସବିତା ବେହେରା, ଏମ. ଉଷାରାଣୀ, ଜି. ପୁଷ୍ପା ରେଡ଼ି, ସଦାନନ୍ଦ ନାୟକ, ଭାଗ୍ୟଲକ୍ଷ୍ମୀ ସାହୁ, ଘନଶ୍ୟାମ ନାୟକ, ନନ୍ଦିନୀ ସାମନ୍ତରାୟ, ଜ୍ୟୋତ୍ସ୍ନା ତ୍ରିପାଠୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ରାଜ୍ୟ ଉପ ସଭାପତି, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ସୁକାନ୍ତ ମୁଖୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା