ଏକାମ୍ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୫୦୦୦ ଟଙ୍କା ଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏକାମ୍ର ବରିଷ୍ଠ ନାଗରିକ ସଂଘ ପୁରୁଣା ଭୁବନେଶ୍ୱର ତରଫରୁ ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟକ ପାଣ୍ଠିକୁ ବିଧାୟକ ଅଶୋକ ପଣ୍ଡାଙ୍କ ମାଧ୍ୟମରେ ଟ.୩୫୦୦୦ ସଂଘର ସଭାପତି ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା, ସମ୍ପାଦକ-ଧୀରେନ ପଟ୍ଟନାୟକ, ନୃସିଂହ ଚରଣ ଖୁଣ୍ଟିଆ, ମହେନ୍ଦ୍ର ପଟ୍ଟନାୟକ, ସରକେଶ୍ୱର ପଟ୍ଟନାୟକ, ଗୌର ମୋହନ ଦଶ, ନିହାର ସେଠି, ସୁକାନ୍ତ ମହାପାତ୍ର, ବିଜୟ ମଲ୍ଲିଆ ଏବଂ କୋଷଧକ୍ଷ-ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର