Day: 28 October 2020

କରୋନା ସଚେତନତା ପଦଯାତ୍ରା ସହ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କଲେ ମନ୍ତ୍ରୀ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମୟରେ ଓଡିଶାରେ କୋଭିଡ ମହାମାରୀ ମୁକାବିଲା ସମୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ପ୍ରକୃତରେ ଜଣେ ଜଣେ ଯୋଦ୍ଧା । ମହାମାରୀ

୬୦ନଂ ଜାତୀୟ ରାଜପଥରେ ବାଇକ୍‌କୁ ପିଟାଲା ଅଜଣା ଗାଡି : ବାଇକ୍ ଚାଳକ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଜଳେଶ୍ୱର ଥାନା ଅନ୍ତର୍ଗତ ଗୁଆ ଗଡିଆ ଗାଁର ସୁନନ୍ଦ ମାଝି(୩୬) ନିଜ ବାଇକ୍‌ରେ ବାଲେଶ୍ୱରରୁ ଗାଁକୁ ଫେରୁଥିବା ବେଳେ ଏକ ଅଜାଣା ଗାଡି

ପ୍ରବୀଣ ଶିକ୍ଷକ ଶ୍ରୀହରୀ ଚରଣ ଗିରିଙ୍କ ୯୦ବର୍ଷରେ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ବଜାରରେ ଅବସ୍ଥାନ କରି ଆସୁଥିବା ପ୍ରବୀଣ ଶିକ୍ଷକ ଶ୍ରୀକାନ୍ତ ଚରଣ ଗିରିଙ୍କର ୯୦ ବର୍ଷ ବୟସରେ କରୋନାରେ ପରଲୋକ ହୋଇଥିବା ଜଣାଯାଇଛି ।

ଜଳେଶ୍ୱରର ବିଭିନ୍ନ ସମସ୍ୟା ନେଇ ଆଇଆଇସିଙ୍କ ସହ ଆଲୋଚନା : ପେଟୋଲିଂ ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନକୁ ଦିନ ଉପାନ୍ତ ଜଳେଶ୍ୱରର ଆଇନ୍ ପରିସ୍ଥିତିର ଅଧୋଗତି ହେଉଥିବାରୁ ଜଳେଶ୍ୱର ଅଞ୍ଚଳର କେତେକ ବୁଦ୍ଧିଜିବୀ ଗତ ମଙ୍ଗଳବାର ସନ୍ଧ୍ୟାରେ ଜଳେଶ୍ୱର ପୋଲିସ୍ ଆଇଆଇସିଙ୍କ ସହ

ଛତ୍ରପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ

ଖରିଫ୍ ଧାନ ସଂଗ୍ରହ ସକାଶେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ପଞ୍ଜିକରଣ କରିଥିବା ଚାଷୀ ମାନଙ୍କର ଜମି ସେମାନଙ୍କ ନିଜ ନାମରେ ସ୍ୱତ୍ବ ରହିଛି

ଗୋପାଳପୁର ବନ୍ଦର, ଜିଲ୍ଲାପ୍ରଶାସନ ଓ ଜନପ୍ରତିନିଧିଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୋପଳପୁର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଳା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି

ନ୍ୟାୟ ପାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଧବା ବୃଦ୍ଧା ଓ ଦିବ୍ୟାଙ୍କ ସାନ ପୁଅ…

ଛତ୍ରପୁର (ସମୃଦ୍ଧ ଓଡିଶା) ନ୍ୟାୟ ପାଇବା ପାଇଁ ବିଧବା ବୃଦ୍ଧା ଓ ଦିବ୍ୟାଙ୍କ ସାନ ପୁଅ ଗତକାଲି ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ

ନଭେମ୍ବର ୧ରୁ ଗଞ୍ଜାମରେ ୮ ରାଉଣ୍ଡ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶୀତ ଋତୁରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭର ଆଶଙ୍କା କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପୁଣିଥରେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ଜିଲ୍ଲାବାସୀଙ୍କ ପାଇଁ