ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୭୦ଲିଟର ମଦ ଜବତ, ୧ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଭତରାଙ୍କ ନିର୍ଦେଶ କ୍ରମେ ଗପାପୁର, ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ମିଳିତ ସହଯୋଗରେ ୭୦ ଲିଟର ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇ କୋଟ ଚାଳନ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଛତ୍ରପୁର ଥାନା ସବ୍ଇନସପେକ୍ଟର ଦୁଯୌଧନ ଳିଗାଲ୍, ବାଳକୃଷ୍ଣ ପଣ୍ଡା, ଏଏସଆଇ ଲକ୍ଷଣ ପ୍ରଧାନ, ହେମାବତି ରେଡି, ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା